Masthead

ଲି ଛିୟାଙ୍ଗ ଚୀନର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲି ଛିୟାଙ୍ଗ ହେଲେ ଚୀନର ନୂଆ ପ୍ରଧାନମନ୍ତ୍ରୀ ।ସି ଜିନପିଙ୍ଗ ଚୀନର ପୁଣିଥରେ ରାଷ୍ଟ୍ରପତି ହେବା ପରେ ଚୀନରେ ନେତୃତ୍ୱର ପରିବର୍ତ୍ତନ ହୋଇଛଯି । ଝୋଜିୟାଙ୍ଗର ଗର୍ଭଣ୍ଣର ତଥା ସଂଘାଇରେ ପାର୍ଟି ପ୍ରମୁଖ ରହିଥିବା ଛିୟାଙ୍ଗ ସି ଜିନପିଙ୍ଗଙ୍କ ବେଶ ନିକଟତର ବୋଲି ଚର୍ଚ୍ଚା ହୁଏ । ଲି ଛିୟାଙ୍ଗଙ୍କ ଜଣେ ପ୍ରୋ ବିଜନେସ୍ ଲିଡର ଭାବେ ରହିଆସିଛନ୍ତି । ଗତ ଅକ୍ଟୋବର ମାସରେ ଚୀନ୍ ସଂସଦରେ ବସିଥିବା ନ୍ୟାସନାଲ ପିପୁଲ୍ସ ପାର୍ଟିର ବୈଠକରେ ଛିୟାଙ୍ଗଙ୍କୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ନାମିତ କରାଯାଇଛି । ମାର୍ଚ୍ଚ ୧୦ ତାରିଖରେ ଜିନପିଙ୍ଗ ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ