Masthead

ମଦ ମାଫିଆଙ୍କ ସହାୟତାରେ ଓଡ଼ିଶାରେ ବଢୁଛି ଅବକାରୀ ରାଜସ୍ୱ: ଇରାଶିଷ ଆଚାର୍ଯ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଲାଙ୍ଗୀରରେ ମଦ ବ୍ୟବସାୟୀଙ୍କ ଠାରୁ ନଗଦ ୨୦୦ କୋଟି ଜବତ ଘଟଣାରେ ବିଜେପି ନେତା ଇରାଶିଷ ଆଚାର୍ଯ୍ୟଙ୍କ ସାଙ୍ଘତିକ ଅଭିଯୋଗ। କହିଲେ ଓଡ଼ିଶାରେ ମାତିଛନ୍ତି ବିହାରୀ, ଝାଡ଼ଖଣ୍ଡ ମଦ ମାଫିଆ । ମଦ ମାଫିଆଙ୍କ ସହାୟତାରେ ଓଡ଼ିଶାରେ ବଢୁଛି ଅବକାରୀ ରାଜସ୍ୱ। ବିଗତ ୧୦ ବର୍ଷରେ ଓଡ଼ିଶାରେ ମଦ ରାଜସ୍ୱ ୩୭୦ ପ୍ରତିଶତ ବଢିଛି।

ଏଠି ନୂଆ ଓଡ଼ିଶା ନୁହେଁ ମଦର ସାରଥୀ ସାଜିଛନ୍ତି ନବୀନ । ବିନା ସରକାର ଏବଂ ପୋଲିସ ସୁରକ୍ଷା ଓ ସାହାଯ୍ୟରେ ଏତେ ବଡ କାରବାର ସମ୍ଭବ ନୁହେଁ କି ଓଡ଼ିଶାରେ ବାହାର ରାଜ୍ୟର ମଦ ମାଫିଆ ମାତିବା ସମ୍ଭବ ନୁହେଁ। ବାହାର ରାଜ୍ୟ ମଦ ମାଫିଆ କାରବାର ସହ ନିର୍ବାଚନ ଫଣ୍ଡିଂ, ରାଜସ୍ୱ ବୃଦ୍ଧି ସହ ଲିଙ୍କ ଅଛି । ଅଧିକ ତଦନ୍ତ ହେଲେ ଜଣା ପଡ଼ିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ