Masthead

ମଦ ଦୁର୍ନୀତି କେବଳ ଟ୍ରେଲର, ପ୍ରକୃତ ଘୋଟାଲା ଏପର୍ଯ୍ୟନ୍ତ ଆସି ନାହିଁ: କପିଲ ମିଶ୍ର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ଅରବିନ୍ଦ କେଜରିୱାଲଙ୍କ ଉପରେ ବର୍ଷିଲେ ଭାଜପା ନେତା କପିଲ ମିଶ୍ର । ଦିଲ୍ଲୀ ଅବକାରୀ ନୀତି ପ୍ରସଙ୍ଗରେ କିଛି ଦିନ ହେବ ଦିଲ୍ଲୀରେ ଚାଲିଥିବା ଉତ୍ତେଜନା ଥମିବାର ଲାଗୁନାହିଁ। ଯାହାକୁ ନେଇ ଭାଜପା ନେତା କପିଲ ମିଶ୍ର ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଉପରେ ବର୍ଷିଛନ୍ତି । କେଜ୍‌ରିୱାଲ ଏବଂ ଉପମୁଖମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଚେତାବନୀ ଦେଇ କହିଛନ୍ତି, ମଦ ଦୁର୍ନୀତି କେବଳ ଟ୍ରେଲର। ପ୍ରକୃତ ଘୋଟାଲା ଏପର୍ଯ୍ୟନ୍ତ ଆସି ନାହିଁ, ଯେଉଁ ଦିନ ତାହା ସାମ୍ନାକୁ ଆସିବ, କେଜ୍‌ରିୱାଲ ଏବଂ ସିସୋଦିଆ ଆଖି ମିଶାଇ ଚାଲିପାରିବେନାହିଁ।

କପିଲ ଟୁଇଟରେ ଲେଖିଛନ୍ତି, ମନୀଷ ସିସୋଦିଆଙ୍କ ମଦ ଦୁର୍ନୀତି ସାମ୍ନାକୁ ଆସିଛି। ଯେଉଁ ଦିନ ଶିକ୍ଷା ନାଁରେ ଛୋଟ ପିଲାଙ୍କ ଟଙ୍କା ନେଇଥିବା କଥା ସାମ୍ନାକୁ ଆସିବ ସେଦିନ କେଜ୍‌ରିୱାଲ ଏବଂ ମନୀଷ ସିସୋଦିଆ ଆଖି ମିଶାଇ ଚାଲିପାରିବେ ନାହିଁ। ଗୋଟିଏ ଦିନ ପୂର୍ବରୁ କପିଲ ମିଶ୍ର ଟୁଇଟ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଭଳି ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କ ନିକଟକୁ ତୁରନ୍ତ ତାଙ୍କ କ୍ୟାବିନେଟରୁ ହଟାଇବା ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ