Masthead

ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି

ପୁରୀ (ବଡ଼ ଖବର ବ୍ୟୁରୋ): ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି । ଭକ୍ତଙ୍କ ଭାବାବେଗକୁ ଅସ୍ତ୍ର କରି ବ୍ୟବସାୟୀ ମାନେ ପସରା ମେଲାଇଲେଣି ଅନ୍ନ,ଡାଲମା,ଡାଲି, ବେସର, ମହୁର । ୨ ଜଣଙ୍କ ପାଇଁ ଯୋଗାଇ ଦିଆଯିବ ବୋଲି ଏକ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଏହାସହ ଥରେ ଅର୍ଡର ହେବା ପରେ ଏହାକୁ ବାତିଲ୍ କରାଯାଇପାରିବନି । ରାତି ୧୦.୩୦ ସୁଦ୍ଧା ଏହାକୁ ଡେଲିଭର୍ କରାଯିବ।

ଏହି ପ୍ରସାଦ କେବଳ ସୋମବାର, ଗୁରୁବାର ଓ ଶନିବାର ଦିନ ଦିଆଯିବ ଭାଇରାଲ ହେଉଛି । ମନ୍ଦିରର ନୀତିକାନ୍ତିରେ ବିଳମ୍ବ କିମ୍ବା ଯାନବାହନ ଯାତାୟତରେ ସମସ୍ୟା ହେଲେ ପୂର୍ବରୁ ସୂଚନା ଦିଆଯିବ ବୋଲି ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଯାହା ଅନୁମାନ କରାଯାଉଛି ଏହି ଅନଲାଇନ ସଂସ୍ଥା କିଛି ବ୍ୟକ୍ତିଙ୍କୁ ନିୟୋଜିତ କରି ଏହି କାମ କରାଉଛି। କିନ୍ତୁ ପ୍ରଶ୍ନ ଉଠୁଛି ଅନଲାଇନ ଯୋଗେ ଅର୍ଡର କରିଥିବା ଭକ୍ତ ଜଣକ ସଠିକ୍ ଭାବରେ ମହାପ୍ରସାଦ ପାଉଛନ୍ତି ନା ଠକେଇର ଶିକାର ହେଉଛନ୍ତି।

ଅନ୍ୟପଟେ।ଶ୍ରୀମନ୍ଦିର ଶବ୍ଦାବଳୀର ପେଟେଣ୍ଟ ହେବ ବୋଲି ଘୋଷଣା ହୋଇଥିଲା। ଶ୍ରୀମନ୍ଦିର ଶବ୍ଦାବଳୀର ବ୍ୟବହାର କଲେ ଉକ୍ତ ଅନୁଷ୍ଠାନ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ପାରୁନାହିଁ। ତେଣୁ ଏହା ଉପରେ କଠୋର ଆଇନ୍ ଆଣିବାକୁ ସେବାୟତ ମାନେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା