Masthead

ମମତାଙ୍କୁ ଟାର୍ଗେଟ କଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ

କୋଲକାତା (ବଡ଼ ଖବର ବ୍ୟୁରୋ): ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମିଡିଆ ସହ କଥା ହେଉଥିବା ବେଳେ କହିଛନ୍ତି , ୟୁକ୍ରେନରେ ବିସ୍ଫୋଟକଙ୍କ ସଂଖ୍ୟା ପଶ୍ଚିମବଙ୍ଗ ତୁଳନାରେ କମ୍ ଅଟେ । ସେଠାରେ ମଧ୍ୟ ସ୍ଥିତି ଟିକେ ଶାନ୍ତି ପୂର୍ଣ୍ଣ ହୋଇଯାଇଛି କିନ୍ତୁ ଏଠାରେ ବିସ୍ଫୋଟକ ହେଉଛି ।ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ସରକାରକୁ ଟାର୍ଗେଟ କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ କହିଛନ୍ତି ରାଜ୍ୟର ସ୍ଥିତି ୟୁକ୍ରେନଠାରୁ ମଧ୍ୟ ଖରାପ । ସାତ ଦିନ ମଧ୍ୟରେ ଘଟିଥିବା ଏହା ତୃତୀୟ ବିସ୍ଫୋଟକ ରାଜ୍ୟର ବିରଭୂମ ଜିଲ୍ଲାରେ ଜଣେ ସ୍ଥାନୀୟ ଟିଏମସି ନେତାଙ୍କ ଘରେ ବିସ୍ଫୋରଣ ହୋଇଥିଲା ।ଏହି ଭଳି ଘଟଣା ଏହା ପୂର୍ବରୁ ଦକ୍ଷିଣ ୨୪ ପରଗଣା ଜିଲ୍ଲାରେ ରବିବାର ଦିନ ହୋଇଥିଲା ଯେଉଁଥିରେ ଗୋଟିଏ ପରିବାରର ୩ ସଦସ୍ୟଙ୍କର ମୃତୁ୍ୟ ହୋଇଥିଲା । ୧୬ ମେ’ରେ ବ୍ୟାକ ଟୁ ବ୍ୟାକ ଦୁଇ ବିସ୍ଫୋରଣ ପରେ ଏକ ବଡ ଧମାକା ହୋଇଥିଲା , ଯେଉଁ ଥିରେ ପୂର୍ବ ମେଦିିପୁର ଜିଲ୍ଲାର ୧୨ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ