Masthead

ସମ୍ବଲପୁର ଭିଡ ହିଂସା ମାମଲା, ପୁଲିସ ୩ଜଣଙ୍କୁ ଅଟକ ରଖିଛି ।

  1. ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ସମ୍ବଲପୁରରେ ରାଜ୍ୟ ବାହାର ଶ୍ରମିକଙ୍କୁ ଆକ୍ରମଣ ଘଟଣାରେ । ୩ଜଣଙ୍କୁ ଅଟକ ରଖାଯାଇଥିବାର ସୂଚନା ମିଳିଛି । ଏବଂ ଏ ୩ ଜଣଙ୍କୁ ଅଟକ ରଖି ବର୍ତ୍ତମାନ ପୁଲିସ ପକ୍ଷରୁ ପଚରା ଉଚରା କରାଯାଉଛି । କ୍ଷେତରାଜପୁର ଥାନାରେ ଅଟକ ରଖି ପୁଲିସ ୩ଜଣଙ୍କୁ ପଚରା ଉଚରା କରୁଛି । ବିଏନଏସର ବିଭିନ୍ନ ଦଫାରେ ମାମଲା ରୁଜୁ ସହ ସିସିଟିଭି ଜାଞ୍ଚ କରାଯାଉଛି । ପିଲା ଚୋରି ସନ୍ଦେହରେ ଆକ୍ରମଣ କରାଯାଇଥିଲା । ପ୍ରବାସି ଶ୍ରମିକଜଣକ କେରଳର ବୋଲି ସୂଚନା ରହିଛି । ଗତ କାଲି ଧୋବାପଡା ପାର୍କ ଅଞ୍ଚଳରେ ବୁଲୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା । ବଡ ବଜାର ଅଞ୍ଚଳର କିଛି ଲୋକ ପିଲା ଚୋରି ସନ୍ଦେହରେ ଶ୍ରମିକ ଜଣଙ୍କୁ ନିସ୍ତୁକ ପିଟି ଥିଲେ । ଠିକ୍ ସମୟରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିବାରୁ ତାଙ୍କ ଜୀବନ ବଞ୍ଚି ଯାଇଛି ।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’ 🔴 ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’ 🔴 ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି