ଚୁରାଚାନ୍ଦପୁରର ରିଲିଫ କେନ୍ଦ୍ର ପରିଦର୍ଶନ କଲେ ମଣିପୁର ରାଜ୍ୟପାଳ ଅନୁସୂୟା ଉଇକେ

ମଣିପୁର (ବଡ଼ ଖବର ବ୍ୟୁରୋ): ମଣିପୁରରେ ସ୍ଥିତିର ସମୀକ୍ଷା କରୁଛି ବିରୋଧୀ ମେଂଟ । ସେପଟେ ହିଂସାକୁ ନେଇ ସଂସଦଠୁ ସଡ଼କ ଚାରିଆଡ ହୁଲୁସ୍ତୁଲ । ରାଜ୍ୟପାଳଙ୍କୁ ଭେଟିବା ପାଇଁ ବିରୋଧୀ ତୟାର ଥିବା ବେଳେ, ମଣିପୁରରେ ଅଶାନ୍ତିକର ସ୍ଥିତିରେ ସୁଧାର ଆଣିବା ପାଇଁ ତତ୍ପର ଥିବା କହିଛନ୍ତି ରାଜ୍ୟପାଳ ଅନୁସୂୟା ଉଇକେ । ଚୁରାଚାନ୍ଦପୁରର ରିଲିଫ କେନ୍ଦ୍ର ପରିଦର୍ଶନ କରିଛନ୍ତି ରାଜ୍ୟପାଳ । ରାଜ୍ୟରେ କିପରି ଶାନ୍ତି ଶୃଙ୍ଖଳା ଫେରି ପାରିବ ସେ ନେଇ ସେ ନିରନ୍ତର ଚେଷ୍ଟା କରୁଛି ବୋଲି କହିଛନ୍ତି । ଉଭୟ ସମ୍ପ୍ରଦାୟର ଲୋକେ ପରସ୍ପର ସହ କଥା ହେବା ଉଚିତ । ଆମେ ସମସ୍ତଙ୍କ ସହ କଥା ହେଉଛୁ । ରାଜ୍ୟରେ କିପରି ଶାନ୍ତି ଫେରି ପାରିବ ସେ ନେଇ ରାଜନୈତିକ ଦଳମାନଙ୍କର ସହାୟତା ମଧ୍ୟ ଆବଶ୍ୟକ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ