Masthead

ଚିରନିଦ୍ରାରେ ମଞ୍ଜୁନାଥ

ଭୂବନେଶ୍ବର (ବଡ଼ ଖବର ବ୍ୟୁରୋ): ଆଉ ନାହାନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ଅଭିନେତା ଡଃ ଡି ଏସ୍ ମଞ୍ଜୁନାଥ । କରୋନାରେ ଆକ୍ରାନ୍ତ ହୋଇ ରବିବାର ଦିନ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ ଚଳଚିତ୍ର ଜଗତକୁ ଶକ୍ତ ଝଟକା ଲାଗିଛି । ତାଙ୍କ ବିୟୋଗରେ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି । ମଞ୍ଜୁନାଥ ଅଭିରାମଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଜିରୋ ପରସେଣ୍ଟ ଲଭ ସହିତ ହିରୋ ଭାବରେ ଡେବ୍ୟୁ କରୁଥିଲେ।

ଏହି ଚଳଚିତ୍ରରେ ତବଲା ନାନି, ଓମ୍ ପ୍ରକାଶ ରାଓ ଏବଂ ଏସ୍ ନାରାୟଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଚଳଚିତ୍ରର ସୁଟିଂ ପ୍ରାୟ ଶେଷ ହୋଇଥିଲା । ନିର୍ମାତାମାନେ ଚଳିତ ବର୍ଷ ଚଳଚିତ୍ର ମୁକ୍ତିଲାଭ କରିବାକୁ ଯୋଜନା କରିଥିଲେ। ଅଭିନେତାଙ୍କ ମୃତ୍ୟୁ ଖବର ଏବେ ସମଗ୍ର ଟିମକୁ ଚକିତ କରିଦେଇଛି । ସେ ସମୁକ୍ତା- ୨ ଏବଂ କେମେଷ୍ଟ୍ରି ଅଫ କାରିଆପ୍ପା ପରି ଚଳଚିତ୍ର ନିର୍ମାଣ କରିଛନ୍ତି ।ଡଃ. ଡି ଏସ୍. ମଞ୍ଜୁନାଥଙ୍କ ଅକାଳ ମୃତ୍ୟୁ ଫିଲ୍ମ ଇଣ୍ତଷ୍ଟ୍ରିକୁ ଚକିତ କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର