Masthead

ଶିଲା ଦିକ୍ଷିତଙ୍କ ଘର ହୋଇପାରେ ରାହୁଲଙ୍କ ନୂଆ ଠିକଣା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବହୁତ ଶୀଘ୍ର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିପାରେ ଘରେ। ତାଙ୍କ ପାଇଁ ଘର ଖୋଜା ଶେଷ ହୋଇଛି । ଖୁବଶୀଘ୍ର ସେ ନୂଆ ଘରକୁ ସିଫ୍ଟ କରିବେ। କଂଗ୍ରେସର ନେତା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଶୀଲା ଦିକ୍ଷିତଙ୍କର ଘରେ ରହିପାରନ୍ତି ।କଂଗ୍ରେସର ଦିବଙ୍ଗତ ନେତା ତଥା ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତଙ୍କ ଘର ହୋଇପାରେ ରାହୁଲଙ୍କ ନୂଆ ଠିକଣା । ଏହା ଦିଲ୍ଲୀର ନିଜାମୁଦ୍ଧିନ ଇଷ୍ଟରେ ଥିବା ବିଟୁ ବଙ୍ଗଳା ଅଟେ । ଚର୍ଚ୍ଚା ହେଉଛି ଖୁବଶୀଘ୍ର ରାହୁଲ ଏହି ଘରେ ରହିପାରନ୍ତି ।

ବର୍ତମାନ ରାହୁଲ ସୋନିଆଙ୍କ ସହ ଜନପଥ ୧୦ରେ ରହୁଛନ୍ତି । ମାନହାନି ମାମଲାରେ ରାହୁଲଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଧ ହେବା ପରେ ତାଙ୍କୁ ସରକାରୀ ବାସଭବନ ଛାଡିବାକୁ ପଡିଥିଲା । ସୂଚନା ଅନୁସାରେ ରାହୁଲ ଗାନ୍ଧୀ ଏହି ଘରକୁ ପସନ୍ଦ କରିଛନ୍ତି । ଏହି ଘର ବାବଦକୁ ଭଡା ମଧ୍ୟ ଦେବେ। ରାଜନୀତିରେ ପ୍ରବେଶ କରିବା ପରେ ଏହା ପ୍ରଥମ ଥର ହେବ ଯେତେବେଳେ ସେ ଏକ ଭଡା ଘରେ ରହିବାକୁ ଯାଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ