Masthead

ମିଳିଲା ନଦୀରେ ଖସିପଡିଥିବା ମରଶରୀର

କଣାସ(ବଡ଼ ଖବର ବ୍ୟୁରୋ): କଲେଜ ଯିବା ବାଟରେ ଅଘଟଣ । ନଦୀରେ ପଡି ଜଣେ ଛାତ୍ରୀ ମୃତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଣାସ ଥାନା ଗଡବଡପୁଟ ଗ୍ରାମରେ । ସେହି ଗ୍ରାମର +୩ ଛାତ୍ରୀ ଗାଁ ନିକଟରେ ଥିବା ମନ୍ଦାରବସ୍ଥ ବିଦ୍ୟୁତ୍ ମହାବିଦ୍ୟାଳୟକୁ ଯାଉଥିବାବେଳେ ରାଜୁଆ ନଦୀର ବ୍ରୀଜି ଉପରୁ ଗତକାଲି ଖସିପଡିଥିଲେ ।

ଖବରପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନି ଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଞ୍ଚିଥିଲେ । ଦୀର୍ଘ ୩୮ ଘଣ୍ଟା ପରେ କଣାସର ଚିଲିକା ନିକଟ ହରିପୁରୁ ଗ୍ରାମର କିଛି ଯୁବକ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ । ପରେ ଶବକୁ ହରିପୁରୁ ଗ୍ରାମର କୂଳକୁ ଆଣିଥିଲେ ।

ଖବର ପାଇ ଗଡ଼ିଶାଗୋଦା ପୋଲିସ ପହଁଚି ଶବକୁ ଜବତ କରିବା ସହିତ କଣାସ ଥାନାକୁ ଜଣାଇଥିଲେ । କଣାସ ପୋଲିସ ଜାଣିବା ପରେ ଛାତ୍ରୀଙ୍କ ପରିବାରକୁ ଖବର ଦେଇଥିଲେ । ଖବର ପାଇ ଝିଅର ବାପା ହରିପୁର ଗ୍ରାମରେ ପହଁଚି ଶବ ଚିହ୍ନଟ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ