Masthead

ଜନନୀ ଯନ୍ତ୍ରଣା, ରାସ୍ତାରେ ପ୍ରସବ

ଧାମନଗର (ବଡ଼ ଖବର ବ୍ୟୁରୋ): ରାଜ୍ୟ ଠାରୁ ଆରମ୍ଭ କରି ମହିଳା ଓ ପ୍ରସୂତିମାନଙ୍କ ପାଇଁ ଯୋଜନା ପରେ ଯୋଜନା କରିଛନ୍ତି ହେଲେ ବାସ୍ତବରେ ତା କେତେଦୂର କାର୍ଯ୍ୟକାରି ହେଉଛି ତାହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର ୨୦୦ ମିଟର ଦୂରରେ। ଧାମନଗର ଅଞ୍ଚଳର ଜଣେ ମହିଳା ଧାମନଗର ସହର ଜନଗହଳି ପୂର୍ଣ୍ଣ ରାସ୍ତା ବାଳିକା ଉଚ୍ଚ ବିଦ୍ୟାଳୟ ଆଗରେ ପିଲା ଜନ୍ମ କଲେ ।

ନିକଟରେ ଥିବା ଏକ ସତ୍ୟସାଇ କମ୍ପ୍ୟୁଟର ସେଣ୍ଟର କର୍ମଚାରୀ ଦେଖି ତୁରନ୍ତ ଦୌଡି ଆସି ମେଡିକାଲରେ ଜଣେଇବା ପରେ ଡିୟୁଟିରେ ଥିବା ନର୍ସ ନଜିବାକୁ ସିଧା ମନା କରିବା ସହ ନିଜେ ଷ୍ଟ୍ରେଚରେ ନେଇ ଆସ ବୋଲି କହିଥିଲେ ।ତେବେ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ କର୍ମଚାରୀ ଜଣକ ବିରକ୍ତି ହେବାରୁ ଜଣେ ସୁଇପର ଓ କମ୍ପ୍ୟୁଟର କର୍ମଚାରୀ ଷ୍ଟ୍ରେଚର ନେଇ ଆସିଥିଲେ ।ମେଡିକାଲରେ ନର୍ସ ଥାଇ ମଧ୍ୟ ନଆସି ଜଣେ ପୁରୁଷ କମ୍ପାଉଣ୍ଡରକୁ ପଠେଇଥିଲେ । ତେବେ କଣ ପାଇଁ ନର୍ସ ଘଟଣାସ୍ଥଳକୁ ଗଲେ ନାହିଁ ଏନେଇ ମେଡିକାଲ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା