Masthead

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ ହାର ୪୩.୬୨ ପ୍ରତିଶତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଅଜି ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ମାଟି୍ରକ ପାସ୍ ହାର ୪୩.୬୨ ପ୍ରତିଶତ ରହିଛି । ସୂଚନା ଅନୁଯାୟୀ , ଚଳିତ ବର୍ଷା ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ କରି ନଥିବା ଏବଂ ପରୀକ୍ଷା ଆବେଦନ ନ କରିଥିବା ପିଲା ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ । ଏଥିରେ ସମୁଦାୟ ୧୩୧୦ ଜଣ ପିଲା ପର୍ମଫିଲପ କରିଥିଲେ । ସେଥିରୁ ୪୩୩ ଜଣ ପିଲା ପାସ୍ କରିଛନ୍ତି ।ଅନ୍ୟପଟେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ମଧ୍ୟ ୬୭୭୮ ବା ୬୩.୪୪ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ପରୀକ୍ଷା ଦେଇଥିବା ଉଭୟ ଛାତ୍ରଛାତ୍ରୀ ବୋର୍ଡ ୱେବସାଇଟ୍ରେ ନିଜ ରେଜଲ୍ଟ ଦେଖିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶଦ୍ଦ 🔴 ରାଜଧାନୀରେ ପୁଣି ଲଜ୍ଜା : ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ 🔴 ‘ଧାମ’ପାଇଁ ଶୁଭେନ୍ଧୁଙ୍କୁ ମୋହନଙ୍କ ଚିଠି “ଜଗନ୍ନାଥ ଧାମ” ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଲେଖିବାକୁ ପ୍ରସ୍ତାବ 🔴 ୧୨ବର୍ଷରେ ପାଦ ଥାପିଛନ୍ତି ମୋଦି ସରକାର ମୋଦିଙ୍କ ଐତିହାସିକ ୧୨ବର୍ଷ ପୂର୍ତ୍ତି 🔴 ବନଖଣ୍ଡରେ ମୃତଦେହ ମିଳିବା ଘଟଣା, କଲରାପତରିଆ ବାଘ ମାରିଥିବା କହିଲା ବନବିଭାଗ 🔴 POKରେ ହିଂସା, ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ଼ 🔴 ୨ରୁ ୩ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ 🔴 ଭୂମିକମ୍ପରେ ଥରିଲା ଫିଲିପାଇନ୍ସ 🔴 ଦିନରେ ଖରା ଅପରାହ୍ନରେ କାଳବୈଶାଖି 🔴 ଇରାନ୍-ଇସ୍ରାଏଲ ମଧ୍ୟରେ ଆରପାର୍ ଲଢେଇ 🔴 ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶଦ୍ଦ 🔴 ରାଜଧାନୀରେ ପୁଣି ଲଜ୍ଜା : ବ୍ୟୁଟି ପାର୍ଲରରେ ଚାକିରି ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ 🔴 ‘ଧାମ’ପାଇଁ ଶୁଭେନ୍ଧୁଙ୍କୁ ମୋହନଙ୍କ ଚିଠି “ଜଗନ୍ନାଥ ଧାମ” ବଦଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଦୀଘା ଲେଖିବାକୁ ପ୍ରସ୍ତାବ 🔴 ୧୨ବର୍ଷରେ ପାଦ ଥାପିଛନ୍ତି ମୋଦି ସରକାର ମୋଦିଙ୍କ ଐତିହାସିକ ୧୨ବର୍ଷ ପୂର୍ତ୍ତି 🔴 ବନଖଣ୍ଡରେ ମୃତଦେହ ମିଳିବା ଘଟଣା, କଲରାପତରିଆ ବାଘ ମାରିଥିବା କହିଲା ବନବିଭାଗ 🔴 POKରେ ହିଂସା, ପ୍ରଦର୍ଶନକାରୀଙ୍କ ଉପରକୁ ଗୁଳିମାଡ଼ 🔴 ୨ରୁ ୩ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ 🔴 ଭୂମିକମ୍ପରେ ଥରିଲା ଫିଲିପାଇନ୍ସ 🔴 ଦିନରେ ଖରା ଅପରାହ୍ନରେ କାଳବୈଶାଖି 🔴 ଇରାନ୍-ଇସ୍ରାଏଲ ମଧ୍ୟରେ ଆରପାର୍ ଲଢେଇ