Masthead

‘୩୦ ବର୍ଷ ହେବ ଅଛି ଆଗକୁ ରହିବି’

ବାରିପଦା (ବଡ଼ ଖବର ବ୍ୟୁରୋ): ଆଶୀର୍ବାଦ ସଭାରେ ଗର୍ଜିଲେ ଲୋକ ସଭା ପ୍ରାର୍ଥୀ ସୁଦାମ ମାର୍ଣ୍ଡି । କହିଲେ ମୁଁ ବାଘ ହେଲେ ମୋ ସ୍ତ୍ରୀ ବାଘୁଣୀ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକରେ ନିର୍ବାଚନ ପାଣିପାଗ ଚଳଚଞ୍ଚଳ ହୋଇ ଉଠିଛି। ୧୯୯୦ ମସିହାରେ ରାଜନୈତିକ ଜୀବନ ଆରମ୍ଭ କରିଥିବା ସୁଦାମ ପ୍ରଥମ ରାଜନୈତିକ ସଭାରେ ଗର୍ଜିଛନ୍ତି ସୁଦାମ । ବିଜେଡିର ମୟୁରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି କହିଛନ୍ତି ମୁଁ ସଦାସର୍ବଦା ମୟୁରଭଞ୍ଜ ଜନସାଧାରଣଙ୍କ ପାଖରେ ୧୯୯୦ ମସିହା ପାଖରୁ ରହିଛି ।

ଆଗକୁ ମୁଁ ଏବଂ ମୋର ସ୍ତ୍ରୀ ଉଭୟ ରହିବ। ମୁଁ ବାଘ ହୋଇଥିବା ବେଳେ ମୋ ସ୍ତ୍ରୀ ବାଘୁଣୀ ହୋଇ ଆପଣଙ୍କ ସେବା କରିବ। ମୟୁରଭଞ୍ଜ ମାଟି ମୋତେ ସେବା କରିବା ପାଇଁ ଆଜକୁ ୩୦ ବର୍ଷ ହେବ ସହଯୋଗ କରି ଆସିଛି। ଆଗକୁ ମଧ୍ୟ ବାଙ୍ଗିରିପୋଷି ବିଧାୟକ ଓ ମୟୁରଭଞ୍ଜ ସାଂସଦ ଭାବେ ସେବା କରିବା ପାଇଁ ସୁଯୋଗ ଦିଆଯାଉ ବୋଲି କର୍ମୀଙ୍କୁ ଅନୁରୋଧ କରିଥିଲେ। ଏଥି ସହିତ ସୁଦାମ ତାଙ୍କ ପୁଅଙ୍କୁ ମଧ୍ୟ ଜନ ସାଧାରଣଙ୍କ ସାମ୍ନାକୁ ଆଣିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି