Masthead

ସ୍ପେଶାଲ ସ୍କ୍ୱାର୍ଡ ହାତରେ ଖଣି ମାଫିଆ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଖରି ମାଫିଆ ଧରୁଥିଲେ 9 mm କାବାଇନର ବନ୍ଧୁକ । ସ୍ପେଶାଲ ସ୍କ୍ୱାର୍ଡ ହାତରେ ଧରାପଡିବା ପରେ ତାଙ୍କ ନିକଟରୁ ବନ୍ଧୁକ,ଗୁଳି,ପିସ୍ତଲ ଜବତ କରାଯାଇଛି । କୌଣସି ଏକ ବଡ ଅପରାଧ କରିବା ପୂର୍ବରୁ ସ୍ପେଶାଲ ସ୍କ୍ୱାର୍ଡ ତୋମଣ୍ଡୋ ଠାରେ କାବୁ କରିଥିଲା । ମୁଖ୍ୟ ଅଭିଯୁକ୍ତ ହେଉଛି ସଂଜୟ ଖୁଣ୍ଟିଆ ଯାହା ନାଁରେ ଧଉଳି ଥାନାରେ ଅନେକ ଅପରାଧିକ ମାମଲା ରହିଛି ।

ସମାନ ଅଭିଯୋଗ ମଧ୍ୟ ଅନ୍ୟ ୩ଜଣ ଅପରାଧି ବଟକୃଷ୍ଣ ପାଣିଗ୍ରାହୀ,ପ୍ରକାଶ ରାଉତରାୟ, ଶିବ କୁମାରଙ୍କ ନାଁରେ ରହିଛି । ଏ ତମାମ ଅପରାଧିଙ୍କୁ ତୋମାଣ୍ଡ ପୋଲିସ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ତିନୋଟି ମୋବାଇଲ କାର ମଧ୍ୟ ଜବତ କରିଛି । ଖଣି ମାଫିଆ ଭାବେ କିପରି ଖଣି ନିଲାମ ହେବ କିପରି ଅପରେଟ ହେବ ଆଦି ମାଫିଆଗିରି କରି ନିଜର ପରିଚୟ ସୃଷ୍ଟି କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ