Masthead

ଟମାଟୋ ପାଇଁ ବନ୍ଧକ ରହିଲେ ନାବାଳକ

କଟକ  (ବଡ଼ ଖବର ବ୍ୟୁରୋ): ଟମାଟୋ ପାଇଁ ଦୁଇ ନାବାଳକ ବନ୍ଧକ । ଆଜିର ଦିନରେ ବିଲାତିର ଦର ପୁରା ଆକାଶ ଛୁଆଁ । ଧନୀ ଠାରୁ ଆରମ୍ଭ କରି ଗରିବ ପର୍ୟ୍ୟନ୍ତ ସମସ୍ତେ ଏବେ ବିଲାତି କିଣିବା ପାଇଁ ଭୟ କରୁଛନ୍ତି। ଏହାରି ଭିତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଛତ୍ରବଜାର ଅଞ୍ଚଳରେ। ଜଣେ ବ୍ୟକ୍ତି ବିଲାତି କିଣିବାକୁ ଆସି ଦୁଇଟି ଅଲଗା ଦୋକାନୀଙ୍କ ନିକଟରେ ଦୁଇଜଣ ନାବାଳକଙ୍କୁ ବସାଇ ବିଲାତି ନେଇଥିଲେ। ଗାଡ଼ିରେ ବିଲାତି ରଖି ଟଙ୍କା ଦେଉଛି ବୋଲି କହି ଦୁଇଟି ଦୋକାନରୁ ୧୦ କିଲୋ ବିଲାତି ନେଇ ଫେରାର ମରିଥିଲା ଠକ ।

ଦୀର୍ଘ ଦୁଇ ଘଣ୍ଟା ପରେ ସେହି ଠକ ବ୍ୟକ୍ତି ଜଣଙ୍କ ନ ଆସିବାରୁ ସନ୍ଦେହ ହୋଇଥିଲା ବିଲାତି ବ୍ୟବସାୟୀ ମାନଙ୍କର। ଏହାପରେ ପିଲା ଦୁଇଟିଙ୍କୁ ଯେତେବେଳେ ପଚରାଯାଇଥିବା ସେତେବେଳେ ସେ କହିଥିଲେ କି ଆମକୁ ୩୦୦ ଟଙ୍କା ଦେଇ ଫ୍ରିଜ ଉଠାଇବାକୁ କହି ଏଠାରେ ବସାଇଛନ୍ତି। ସେହି ବ୍ୟକ୍ତିଙ୍କୁ ଜାଣି ନଥିବା ସହ ତାଙ୍କର ଘର ସମ୍ପର୍କରେ କିଛି ସୂଚନା ନଥିବା କଥା କହିଛନ୍ତି ନାବାଳକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି