Masthead

ଚଳନ୍ତା ଟ୍ରେନରେ ମହିଳାଙ୍କୁ ଦୁଷ୍କର୍ମ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଚଳନ୍ତା ଟ୍ରେନରେ ମହିଳାଙ୍କୁ ଦୁଷ୍କର୍ମ। ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ଜଣେ ମହିଳା ଦୁଷ୍କର୍ମର ଶୀକାର ହୋଇଛନ୍ତି। ଶୁକ୍ରବାର ରାତି ପ୍ରାୟ ୮ଟାରେ ୮ ଜଣ ଲୁଟେରା ଇଗତପୁରୀ-କସାରା ଷ୍ଟେସନ ମଧ୍ୟରେ ଯାତ୍ରୀଙ୍କ ଠାରୁ ଲୁଟ୍ କରିଥିଲେ । ସ୍ଲିପର ବଗିରେ ଦୁବୃର୍ତ୍ତ ମାନେ ଚଢିବା ସହ ଲୁଟପାଟ୍ କରିଥିଲେ । ଏହି ସମୟରେ ସ୍ୱାମୀଙ୍କ ସହ ଯାତ୍ରା କରୁଥିବା ଜଣେ ୨୦ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ ।

କସାରାରେ ପହଞ୍ଚିବା ପରେ ଯାତ୍ରୀ ମାନେ ରେଳବାଇକୁ ସହାୟତା ମାଗିବା ପରେ ଜିଆରପି ସେମାନଙ୍କୁ ଗିରଫ କରିଛି । କଲ୍ୟାଣ ଥାନାରେ ଏନେଇ ମାମଲା ରୁଜୁ କରାଯିବା ପରେ ମୁମ୍ବାଇ ଜିଆରପି ଆଇପିସିର ଧାରା ୩୯୫,୩୯୭, ୩୭୬ (ଡି), ୩୫୪, ୩୫୪ (ବି) ଓ ଭାରତୀୟ ରେଲୱେ ଆକ୍ଟ ୩୭ ଏବଂ ୧୫୩ ଅଧିନରେ ମାମଲା ରେକର୍ଡ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ