Masthead

ହୋଟେଲରୁ ସିଧା ଭୋଟ ଦେବାକୁ ଯିବେ ବିଧାୟକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ ଅନୁଷ୍ଠିତ ହେବ । ତେଣୁ ସମସ୍ତ ଦଳ ସେମାନଙ୍କ ବିଧାୟକଙ୍କ ପ୍ରତି ସତର୍କ ରହିଛନ୍ତି। କର୍ଣ୍ଣାଟକ ପିସିସି ମୁଖ୍ୟ ଡି.କେ ଶିବକୁମାର କହିଛନ୍ତି ଯେ ତାଙ୍କ ଦଳର ସମସ୍ତ ବିଧାୟକଙ୍କୁ ହୋଟେଲରେ ରଖାଯାଇଛି । ଭୋଟ ପାଇଁ ଆଜି ସିଧାସଳଖ ବିଧାନସଭାକୁ ନିଆଯିବ।ରାଜ୍ୟସଭା ନିର୍ବାଚନ ପୂର୍ବରୁ ବେଙ୍ଗାଲୁରୁର ଏକ ଷ୍ଟାର ହୋଟେଲରେ ବିଜେପି ବିଧାୟକ ଦଳର ଏକ ବୈଠକ କରାଯାଇଥିଲା।

ଅନ୍ୟପକ୍ଷରେ କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ ହୋଟେଲରେ କଂଗ୍ରେସ ବିଧାୟକଙ୍କ ପାଇଁ ଭୋଟ ଟ୍ରେନିଂ ଏବଂ ମକ ଭୋଟିଂ କରାଯାଇଥିଲା।ସେ କହିଛନ୍ତି ମକ ଭୋଟିଂ ଅନୁଷ୍ଠିତ ହେବ ଏବଂ ଆମର ବିଧାୟକମାନେ ମଙ୍ଗଳବାର ହୋଟେଲରୁ ବିଧାନସଭାକୁ ଭୋଟ ଦେବାକୁ ଯିବେ। ଭୋଟ ସମୟରେ କ୍ରସ ଭୋଟିଂ ହେବ କି ବୋଲି ତାଙ୍କୁ ପଚରାଯିବାରୁ ସେ କହିଥିଲେ, ଆମ ପକ୍ଷରୁ କୌଣସି କ୍ରସ ଭୋଟିଂ ହେବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ