Masthead

ହୋଟେଲରୁ ସିଧା ଭୋଟ ଦେବାକୁ ଯିବେ ବିଧାୟକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ ଅନୁଷ୍ଠିତ ହେବ । ତେଣୁ ସମସ୍ତ ଦଳ ସେମାନଙ୍କ ବିଧାୟକଙ୍କ ପ୍ରତି ସତର୍କ ରହିଛନ୍ତି। କର୍ଣ୍ଣାଟକ ପିସିସି ମୁଖ୍ୟ ଡି.କେ ଶିବକୁମାର କହିଛନ୍ତି ଯେ ତାଙ୍କ ଦଳର ସମସ୍ତ ବିଧାୟକଙ୍କୁ ହୋଟେଲରେ ରଖାଯାଇଛି । ଭୋଟ ପାଇଁ ଆଜି ସିଧାସଳଖ ବିଧାନସଭାକୁ ନିଆଯିବ।ରାଜ୍ୟସଭା ନିର୍ବାଚନ ପୂର୍ବରୁ ବେଙ୍ଗାଲୁରୁର ଏକ ଷ୍ଟାର ହୋଟେଲରେ ବିଜେପି ବିଧାୟକ ଦଳର ଏକ ବୈଠକ କରାଯାଇଥିଲା।

ଅନ୍ୟପକ୍ଷରେ କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି ଯେ ହୋଟେଲରେ କଂଗ୍ରେସ ବିଧାୟକଙ୍କ ପାଇଁ ଭୋଟ ଟ୍ରେନିଂ ଏବଂ ମକ ଭୋଟିଂ କରାଯାଇଥିଲା।ସେ କହିଛନ୍ତି ମକ ଭୋଟିଂ ଅନୁଷ୍ଠିତ ହେବ ଏବଂ ଆମର ବିଧାୟକମାନେ ମଙ୍ଗଳବାର ହୋଟେଲରୁ ବିଧାନସଭାକୁ ଭୋଟ ଦେବାକୁ ଯିବେ। ଭୋଟ ସମୟରେ କ୍ରସ ଭୋଟିଂ ହେବ କି ବୋଲି ତାଙ୍କୁ ପଚରାଯିବାରୁ ସେ କହିଥିଲେ, ଆମ ପକ୍ଷରୁ କୌଣସି କ୍ରସ ଭୋଟିଂ ହେବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ