Masthead

ପାରାଦୀପରେ ମଜଭୁତ ହେଉଛି କଂଗ୍ରେସ

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ଆଡ଼ଭୋକେଟ ନିରଂଜନ ନାୟକଙ୍କ ହାତରେ ହାତ ମିଶାଉଛନ୍ତି ଏକାଧିକ ବରିଷ୍ଠ କଂଗ୍ରେସ କର୍ମୀ। ପାରାଦୀପର ପୂର୍ବତନ କଂଗ୍ରେସ ନେତା ବାପି ସର୍ଖେଲ ଦଳ ପରିବର୍ତ୍ତନ ପରେ ଭାଙ୍ଗି ପଡିବା ସହ ଅନ୍ୟ ଦଳକୁ ଯିବାର ଦେଖିବାକୁ ମିଳିଥିଲା। ତେବେ ପାରାଦୀପର ନୂତନ କଂଗ୍ରେସ ନେତା ତଥା ବିଧାୟକ ପାର୍ଥୀ ନିରଞ୍ଜନ ନାୟକ ସଭା ସମିତି, ବିଭିନ୍ନ କର୍ମୀ ସମ୍ମିଳନୀ କରିବା ଦ୍ୱାରା ବରିଷ୍ଠ କଂଗ୍ରେସ କର୍ମୀ ଦଳକୁ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ସାଧାରଣ ଲୋକମାନଙ୍କ ସହ ମିଶି ଅସୁବିଧା ସୁବିଧା ବୁଝିବା ସହ ସମସ୍ତଙ୍କ ପାଇଁ ହୋଇଥିବା ଅନ୍ୟାୟ ପାଇଁ ଲଢ଼ିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ନିରଞ୍ଜନ। ଯାହାକୁ ଦେଖି ପ୍ରତିଦିନ ପାରାଦୀପ ନିର୍ବାଚନମଣ୍ଡଳିର ଶହ ଶହ କର୍ମୀ ନିରଞ୍ଜନଙ୍କ ହାତ ଟାଣ କରିବାରେ ଲାଗିପଡିଛନ୍ତି। ପାରାଦୀପ ନିର୍ବାଚନମଣ୍ଡଳି ମଣିଜଙ୍ଗା ଗ୍ରାମ ପଞ୍ଚାୟତରେ କଂଗ୍ରେସ କର୍ମୀ ସମ୍ମିଳନୀ କରିବା ସହିତ ପଞ୍ଚାୟତରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ବିଧାୟକ ପ୍ରାର୍ଥୀ ନିରଂଜନ ନାୟକ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଶତାଧିକ ବରିଷ୍ଠ ଏବଂ ଯୁବ କର୍ମୀମାନେ ଯୋଗ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା