କେମିତି ପାଇବେ କୋଭିଡ ଟୀକା

ନୂଆଦିଲ୍ଲୀ(ବଡ଼ ଖବର): କରୋନା ମହାମାରୀକୁ କାବୁ କରିବା ପାଇଁ ୨ଟି ଭ୍ୟାକସିନ ବାହାରିଛି । କୋଭାକ୍ସିନ ଓ କୋଭାସିଲ୍ଡ ଟୀକାଦ୍ୱୟର ସଫଳ ପରୀକ୍ଷଣ ପରେ ଏହାର ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୬ ତାରିଖରୁ ଭାରତରେ କରୋନା ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଭ୍ୟାକସିନର ଅନଲାଇନ ଡେଲିଭର ପାଇଁ କୋ-ୱିନ ଆପ୍ ର ପ୍ରସ୍ତାବ ରଖାଯାଇଛି । ଏହି ଆପ୍ ମାଧ୍ୟମରେ ଟୀକାକରଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ । ତେବେ ଏହି ଆପ୍ କୁ ଡାଉନଲୋଡ କରିବା ପାଇଁ ଏପର୍ଯ୍ୟନ୍ତ ପ୍ଲେ-ଷ୍ଟୋରରେ ଏହାର ଉପଲବ୍ଧି ହୋଇନାହିଁ । ଏହାସହ ମୋବାଇଲ ନଂ କୁ ଆଧାର ସହିତ ଲିଙ୍କ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଯଦି ଆପଣଙ୍କ ମୋବାଇଲ ନଂ ଆଧାର କାର୍ଡ ସହିତ ଲିଙ୍କ ନାହିଁ ତେବେ ଆପଣ କୋଭିଡ ଟୀକାରୁ ବଞ୍ଚିତ ହେବେ । କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ, ମୋବାଇଲ ନଂ ଲିଙ୍କ ହେବା ପରେ ଟୀକାକରଣ ପାଇଁ ଏସଏମଏସ ପଠାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’