Before Header

ବାହୁଡିଲେ ମୋଦି

0 15

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତିନି ଦିନିଆ ଆମେରିକା ଗସ୍ତ ପରେ ସ୍ୱଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କର ବିମାନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିଥିଲା । ଯେଉଁଠାରେ ତାଙ୍କୁ ସ୍ୱାଗତ କରିବାକୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ତିନି ଦିନିଆ ଆମେରିକା ଗସ୍ତରେ ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କ ସମେତ ଅନେକ ବଡ ନେତାଙ୍କୁ ଭେଟିଥିଲେ ।

କେବଳ ଏତିକି ନୁହେଁ ବରଂ ଯାତ୍ରା ଶେଷ ହେବା ଗୋଟିଏ ଦିନ ପୂର୍ବରୁ ସେ ମିଳିତ ଜାତିସଂଘର ସାଧାରଣ ସଭାର ୭୬ତମ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିଥିଲେ ।

Leave A Reply

Your email address will not be published.