Masthead

ଗୋଲାପୀ ରଙ୍ଗ ଉପରେ ପାକିସ୍ତାନ ରଙ୍ଗ ବୋଳି ଦେଲେ ଶିକ୍ଷାର ମାନ ବଢିଯିବ ନାହିଁ : ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି ମୋହନ ମାଝୀ। କହିଛନ୍ତି ସ୍କୁଲ ରିପାନ୍ତରୀକରଣ ୫ଟି ନାମରେ ଛାତ୍ରୀଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ । ସ୍କୁଲ ରୂପାନ୍ତରଣ ନାଁରେ ରଙ୍ଗ ବୋଳା କାମ ଚାଲିଛି। ଗୋଲାପୀ ରଙ୍ଗ ଉପରେ ପାକିସ୍ତାନ ରଙ୍ଗ ବୋଳି ଦେଲେ ଶିକ୍ଷାର ମାନ ବଢିଯିବ ନାହିଁ। ରଙ୍ଗ ଏକ ଭାବନାର ପ୍ରତୀକ। କିନ୍ତୁ ୫ ଟି ନାମରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଶୁଡି ଯାଉଛି।

ରାଜ୍ୟର ୧୧ହଜାର୭୧୦ ସ୍କୁଲ ଅନ୍ଧାରରେ ଅଛି। ୧୧୬୬୫ ଟି ସ୍କୁଲରେ ଖେଳ ପଡିଆ ନାହିଁ। ୬୭୮୧ ଟି ସ୍କୁଲରେ ଆବଶ୍ୟକୀୟ କ୍ଲାସରୁମ ନାହିଁ। ୨୭ ୩୧୯ ଟି ସ୍କୁଲରେ ଗୋଟିଏ ଶ୍ରେଣୀଗୃହରେ କ୍ଲାସ ଚାଲିଛି। ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ପଦବୀ ଆବଶ୍ୟକତା ଅଛି। ୨୦୨୧-୨୨ଶିକ୍ଷ ବର୍ଷରେ ମାଧ୍ୟମିକ ଶିକ୍ଷା ସ୍ତରରେ ଡ୍ରପ ଆଉଟ ହାର ୨୭.୨୬ ପ୍ରତିଶତ ରହିଛି। ଯାହା ସମଗ୍ର ଦେଶରେ ସର୍ବାଧିକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼