Masthead

ଜନ୍ମ ଦିନରେ ପୁଅକୁ ଝୁରୁଛନ୍ତି ମା’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ଆଜି ୫୧ ତମ ଜନ୍ମଦିନ। ଏଥି ସହିତ ଆଜି ଆର୍ୟ୍ୟନ ଖାନଙ୍କର ମଧ୍ୟ ଜାମିନ ଶୁଣାଣି । ଏଭଳି ପରିସ୍ଥିତିରେ କୋର୍ଟଙ୍କ ନିଷ୍ପତ୍ତି କ’ଣ ହେବ ତାହା ଦେଖିବାକୁ ପରିବାରର ନଜର। ତେବେ ଆର୍ୟ୍ୟନ ତାଙ୍କ ମାଆଙ୍କ ଜନ୍ମ ଦିନରେ ମା’ଙ୍କୁ ଝୁରୁଛନ୍ତି । ସେପଟେ ଗୌରୀ ଖାନ ମଧ୍ୟ ପୁଅକୁ ଝୁରୁଛନ୍ତି ।ଗିରଫ ଜୁନିଅର କିଙ୍ଗ ଖାନଙ୍କର ବେଲ ଆବେଦନର ଆଜି ଶୁଣାଣୀ ।

ଜାମିନ ଆବେଦନ ଉପରେ ରାୟ ପ୍ରକାଶ କରିବେ ମୁମ୍ବାଇ ମେଟ୍ରୋପଲିଟାନ୍ କୋର୍ଟ । ଏହି ମାମଲାରେ ମୁମ୍ବାଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆର୍ୟ୍ୟନଙ୍କ ସମେତ ଆଠ ଜଣ ଅଭିଯୁକ୍ତ୧୪ ଦିନ ପାଇଁ ନ୍ୟାୟିକ ଜେଲରେ ଅଛନ୍ତି। ତେବେ ତାଙ୍କ ନିକଟରୁ କୌଣସି ଡ୍ରଗ୍ସ ଉଦ୍ଧାର କରାଯାଇ ନାହିଁ ବୋଲି ଆର୍ୟ୍ୟନ୍ ଖାନଙ୍କ ଓକିଲ ସତୀଶ କହିଛନ୍ତି। ଏଥି ସହିତ ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଏହି ମାମଲାର ଶୁଣାଣି କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ