Masthead

ପାଚେରି ଡେଇଁଲେ ନାଗାସାଧୁ

ବ୍ରହ୍ମଗିରି (ବଡ଼ ଖବର ବ୍ୟୁରୋ): ମନ୍ଦିର ଖୋଲିବା ଦାବିରେ କରୋନା ନିୟମ ଭାଙ୍ଗିଲେ ନାଗାସାଧୁ ବୈଷ୍ଣବ ପୁରୀ । ମନ୍ଦିର ବନ୍ଦ ଥିବାରୁ ପାଚେରି ଡେଉଁ ପ୍ରଭୁ ଅଲାରନାଥଙ୍କୁ କଲେ ଦର୍ଶନ । କହିଲେ ସରକାରଙ୍କ ସତ ସାହସ ଅଛି ତ ମନ୍ଦିର ଖୋଲ, ନହେଲେ ମୋତେ ଆରେଷ୍ଟ କର । ମନ୍ଦିର ଖୋଲିବାକୁ ପୁରୀ ଲଙ୍ଗୁଳି ମଠର ନାଗାସାଧୁ ବୈଷ୍ଣବ ପୁରୀଙ୍କ ଆଜି ଥିଲା ଏଭଳି ଅଭିନବ ପ୍ରତିବାଦ । କରୋନା କଟକଣା ପାଇଁ ବନ୍ଦ ରହିଛି ମନ୍ଦିର । ମାତ୍ର ଖୋଲା ରହିଛି ସପିଙ୍ଗମଲ, ପାର୍କ, ହେଟେଲ ଓ ବେଳାଭୂମି । ଏପରିକି ଚାଲିଛି କୋଣାର୍କ ମହୋତ୍ସବ । ହେଲେ ମନ୍ଦିର ଖୋଲୁନି । ସରକାରଙ୍କ ଦୋମୁହାଁ ନୀତିକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ସାଧୁ ବୈଷ୍ଣବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ