Masthead

ସାମ୍ବାଦିକଙ୍କୁ ଆକ୍ରମଣ କଲେ ପୋଲିସ

କେନ୍ଦ୍ରାପଡ଼ା(ବଡ଼ ଖବର ବ୍ୟୁରୋ): ସାମ୍ବାଦିକଙ୍କୁ ଆକ୍ରମଣ କଲେ ପୋଲିସ । ଫଟୋ ଉତ୍ତୋଳନ କରିବାରୁ ଆକ୍ରମଣ । କେନ୍ଦ୍ରାପଡ଼ାର ଜଣେ ସାମ୍ବାଦିକଙ୍କୁ ମହିଳା ରିଜର୍ଭ କନେଷ୍ଟବଳ ମାଡ଼ ମାରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଏସିପିଙ୍କ ଅଫିସ ଆଗରେ ବିନା ମାକ୍ସରେ ଡିଉଟି କରୁଥିଲେ ମହିଳା କନେଷ୍ଟବଳ । ଏସ.ପି ଅଫିସ ଆଗରେ ଜିଲ୍ଲା ବିଜେପିର ବିକ୍ଷୋଭ ଚାଲୁଥିବା ସମୟରେ ଏହି ଘଟଣା । ବିନା ମାକ୍ସରେ ଡିଉଟି କରୁଥିବା ଦେଖି ସାମ୍ବାଦିକ ଜଣକ ଫଟୋ ଉତ୍ତାଳନ କରିଥିଲେ ।

ସରକାରଙ୍କ କୋଭିଡ ଗାଇଡ ଲାଇନକୁ ବେଖାତିର କରୁଥିବା ନେଇ ସାମ୍ବାଦିକ ଫଟୋ ଉଠାଇଥିଲେ । ତେବେ ଏହା ଦେଖି ଉକ୍ତ ମହିଳା କନେଷ୍ଟବଳ ରାଗି ଯାଇ ଲୋକଙ୍କ ଆଗରେ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଚାପୁଡା ପରେ ଚାପୁଡ଼ା ମାରି ଚଳିଥିଲେ଼ । ହେଲେ ଏସବୁକୁ ଦେଖି ମଧ୍ୟ ବିଜେପି କର୍ମୀ ଚୁପ ରହିଥିଲେ। ଯାହାକୁ ନେଇ ସାଧାରଣ ଲୋକ ମାନେ ନିନ୍ଦା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ