Masthead

କଂଗ୍ରେସର ସବୁ ନିର୍ବାଚନମଣ୍ଡଳୀରେ ଭୋଟ ଅଛି: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଝାରସୁଗଡ଼ା ନିର୍ବାଚନକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । କହିଛନ୍ତି କଂଗ୍ରେସର ସବୁ ନିର୍ବାଚନମଣ୍ଡଳୀରେ ଭୋଟ ଅଛି । ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ପ୍ରସ୍ତୁତ । କଂଗ୍ରେସ ଦଖଲରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଥିବା କହିଲେ ଭୁଲ ହେବନି । ନେତାଙ୍କ ପଛରେ ଲୋକ ଯାଆନ୍ତି । ଆଇନଶୃଙ୍ଖଳା ହେବ କଂଗ୍ରେସର ମୁଦ୍ଦା । ଲୋକଙ୍କୁ ସରକାର ସୁରକ୍ଷା ଦେଇପାରୁନାହାନ୍ତି । ଯେଉଁ ଦଳ ସରକାର ଗଠନ କରିଛି ଲୋକଙ୍କୁ ସୁରକ୍ଷା ଦେଇପାରୁନାହିଁଁ । ଦରଦାମ ବୃଦ୍ଧି, ମୁଣ୍ଡପିଛିା ଆୟରେ ଝାରସୁଗୁଡା ୧ ନଂ ।

କିନ୍ତୁ ପିଇବାପାଣି ମିଳୁନି । ଏହି ପ୍ରସଙ୍ଗ ଲୋକଙ୍କ ପାଖରେ ପଂହଁଚିବା ଦରକାର । ଯାହା ଫଳରେ କଂଗ୍ରେସ ଜିତିବ । ସବୁଠାରୁ ବଡ଼ ମୁର୍ଦା ହେବ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ । ସାରା ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ । ସୁପ୍ରିମକୋର୍ଟଙ୍କ ଅର୍ଡର ମାନୁନାହାନ୍ତି ସରକାର । ତା’ହେଲେ ଆଇନଶୃଙ୍ଖଳା କେମିତି ଅଛି ଅନୁମାନ କରିହେଉଛି । ଶାସକ ଦଳ ଯାହା କଲେ ମାଫ୍ । ମିଥ୍ୟା କେସ ଲଗେଇ ଦିଆଯାଉଛି ବିରୋଧୀଙ୍କ ଉପରେ । ବଲାଙ୍ଗୀର ନକଲି ସାର୍ଟିଫିକେଟ ରେ ଶାସକ ଦଳର ପୂର୍ବତନ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି । ଏଥିସହ ସେହି ବ୍ୟକ୍ତିଙ୍କର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହ ଫଟୋ ଭାଇରଲ ହେଉଛି । ବଲାଙ୍ଗୀର ପୋଲିସ ଚୋର ଧରିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି