Masthead

ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ

ନର୍ଲା(ବଡ଼ ଖବର ବ୍ୟୁରୋ): ଡ୍ରାଇଭର୍ ମାନଙ୍କ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ । ଡ୍ରାଇଭର୍ ମାନଙ୍କ ବିଭିନ୍ନ ଦାବୀକୁ ନେଇ ଅଲ୍ ଓଡିଶା ଡ୍ରାଇଭର୍ ମହାସଂଘ ଷ୍ଟିୟରିଙ୍ଗ ଛାଡ଼ ଆନେ୍ଦାଳନ ଡାକରା ଦେଇଛି । ଜୁଲାଇ ୮ ତାରିଖକୁ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନର ଡାକରା ଦେଇ ଥିବା ବେଳେ ତାକୁ ସମର୍ଥନ କରିବା ପାଇଁ ନର୍ଲା ଡ୍ରାଇଭର୍ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନରେ ନର୍ଲା ଡ୍ରାଇଭର୍ ସଂଘ ଭାଗ ନେବା ପାଇଁ ପ୍ରସ୍ତୁତ ହେବା ପାଇଁ ବୈଠକ ରେ ଆଲୋଚନା କରିବା ସହିତ ସ୍ଥାନୀୟ ପ୍ରଶାସନ କୁ ଲିଖିତ ଆକାରରେ ଅବଗତ କରୁଥିବା ଦେଖିବାକୁ ମିଳିଛି। ପୂର୍ବ ସରକାର ଡ୍ରାଇଭର୍ ମାନଙ୍କ କେବଳ ଗୋଟିଏ ମାତ୍ର ଦାବୀ ପୂରଣ କରିଛନ୍ତି । ନୂତନ ସରକାର ଏମାନଙ୍କ ବାକିଥିବା ଦାବୀ ଗୁଡ଼ିକ ପୂରଣ କରିବା ପାଇଁ ଆନେ୍ଦାଳନ ଡାକରା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼