Masthead

ପ୍ରକୃତି ହରାଇବ ଡ୍ରାଗନକୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଉ ଦରକାର ନାହିଁ ରାଫେଲ । ଗୋଳା ବାରୁଦର ନାହିଁ ଆବଶ୍ୟକତା । ସୀମା ବିବାଦକୁ ନେଇ ଘନ ଘନ ବୈଠକର ମଧ୍ୟ ନାହିଁ ପ୍ରୟୋଜନ । ବିନା ଲଢେଇରେ ଭାରତର ଜିତ । ସିଧା ନୁହେଁ ଏଣିକି ବୁଲେଇ ବଙ୍କେଇ ପରାସ୍ତ ହେବ ଚୀନ । ଏକଥା ଆମେ କହୁନୁ କହୁଛି ପ୍ରକୃତି । ଭାରତୀୟ ସେନା ଉପରେ ପ୍ରକୃତିର ବରଦାନ । ପ୍ରତିଟି ମୂହୁର୍ତ୍ତରେ ଭାରତୀୟ ସେନାକୁ ସହଯୋଗ କରିଆସୁଛି ପ୍ରକୃତି । ଭାରତ-ଚୀନ ସୀମାରେ ଯେଉଁଭଳି ପରିବେଶ ଏହି ସମୟରେ ମାଟି କାମୁଡିବ ଚାଇନା । କାରଣ ଇଣ୍ଡୋ-ଚାଇନା ସୀମାରେ ବରଫର ଚାଦର ।

ବରଫରେ ରହିବା, ଶତ୍ରୁକୁ ପରାଜିତ କରିବାରେ ବିଶ୍ୱ ଦେଖିଛି ଭାରତୀୟ ସେନାର ପରାକ୍ରମ । ସେଇଥିପାଇଁ ଭାରତ ସେନା ସହ ଯୁଦ୍ଧ କରିବା ପୂର୍ବରୁ ଚୀନକୁ ବିନାଶ କରିବ ପ୍ରକୃତ । ମୁଣ୍ଡା ମୁଣ୍ଡା ବରଫକୁ ଭେଦ କରିବା ପୂର୍ବରୁ ଜୀବନ ହାରିବେ ଚୀନ ସେନା । ପ୍ରକୃତି ଆଗରେ ଆଣ୍ଠେଇବ ଡ୍ରାଗନ । ବରଫର ଆସ୍ତରଣରେ ଥରୁଛି ଚୀନ ସେନା । ବରଫ ପରିବେଶରେ ଯୁଦ୍ଧ କରିବାରେ ଭାରତ ମାହିର । ଏଣିକି ଭାରତୀୟ ସେନା ନୁହେଁ ଚୀନକୁ ମାରିବ ବରଫ । ବରଫର ଆସ୍ତରଣରେ ଭାରତୀୟ ସେନା ଯେଉଁଭଳି ଭାବରେ ଯୁଦ୍ଧ କରିବାର କଳା, କୌଶଳରେ ମାହିର ତାହା ଚୀନ ସେନା ପାଖରେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ