Masthead

ନକ୍ସଲଙ୍କ ବର୍ବର କାଣ୍ଡ

ସୁକମା (ବଡ଼ ଖବର ବ୍ୟୁରୋ): ପୁଣି ଛତିଶଗଡ଼ ସୁଖମାରେ ନକ୍ସଲଙ୍କ ଉପଦ୍ରବ । ଅପରେସନ ପ୍ରହାର ବିରୋଧରେ ମାଲକାନଗିରି ସୀମାରୁ ମାତ୍ର ୨୦ କିଲୋମିଟର ଦୂର ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ଏରାବୋର ଗାଁ ନିକଟରେ ଏନଏଚ୩୦ରେ ୮ଟି ଗାଡ଼ିରେ ନିଆଁ ଲଗାଇଦେଇଛନ୍ତି ମାଓବାଦୀ ।

ଛତିଶଗଡ଼ରେ ପୋଲିସ ପକ୍ଷରୁ ମାଓବାଦୀଙ୍କ ଦମନ ପାଇଁ ଆରମ୍ଭ କରାଯାଇଛି ଅପରେସନ ପ୍ରହାର । ୨୬ ଏପ୍ରିଲକୁ ମାଓବାଦୀ ଭାରତ ବନ୍ଦ ଡାକରା ଦେଇଥିଲେ । ଭାରତ ବନ୍ଦ ନେଇ କେତେ ଗୁଡ଼ିଏ ପୋଷ୍ଟର ବି ରାସ୍ତାରେ ପକାଇଥିଲେ । ଯାହାକୁ ନେଇ ସେଠାରେ ମାଓବାଦୀ ଥିବା ସନ୍ଦେହ କରି ସେଠାରେ ଭାରତୀୟ ଯବାନ ମାନେ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ