Before Header

ଆଜି ରାହୁଲ ଗାନ୍ଧୀଙ୍କ ସୁପ୍ରିମ ଶୁଣାଣି

0 18

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଜି ରାହୁଲଙ୍କ ମାନହାନୀ ମାମଲାର ସୁପ୍ରିମ ଶୁଣାଣି । ରାହୁଲ ଗାନ୍ଧୀଙ୍କ ଦଣ୍ଡ ଉପରେ ସ୍ଥଗିତ ରଖିବାକୁ ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହା ପରେ ପୂର୍ବତନ କଂଗ୍ରେସ ସଭାପତି ସର୍ବୋଚ୍ଚ ନ୍ୟାୟାଳୟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ ପି.କେ ମିଶ୍ରାଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିବେ।

Leave A Reply

Your email address will not be published.