Masthead

ରାହୁଲ ଗାନ୍ଧିଙ୍କୁ କ’ଣ ଝିଅ ଅଭାବ: ନୀତୁ ସିଂ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଲୋକସଭାରେ ରାହୁଲଙ୍କ ଫ୍ଲାଇଙ୍ଗ କିସକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଫ୍ଲାଇଂ କିସ୍‌କୁ ନେଇ ନୂଆ ବିବାଦ ଦେଖାଦେଇଛି। ବିହାରର କଂଗ୍ରେସ ବିଧାୟକ ନୀତୁ ସିଂ ଫ୍ଲାଇଙ୍ଗ କିସକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ରାହୁଲଙ୍କୁ କ’ଣ ଝିଅ ଅଭାବ । ସେ ୫୦ ବର୍ଷର ବୃଦ୍ଧା ମହିଳାଙ୍କୁ ଏଭଳି ଚୁମ୍ବନ କାହିଁକି ଦେବେ । ଯଦି ସେ ଫ୍ଲାଇଙ୍ଗ କିସ ଦେବେ ତ ଝିଅମାନଙ୍କୁ ଦେବେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ମଧ୍ୟ ସେ କହିଛନ୍ତି। ଲୋକସଭାରେ ଭାଷଣ ଶେଷ କରି ସଂସଦ ବାହାରକୁ ଯିବା ବେଳେ ରାହୁଲ ଗାନ୍ଧି ମହିଳା ଏମପିମାନଙ୍କୁ ଟାର୍ଗେଟ କରିଥିଲେ । ଏବଂ ଫ୍ଲାଇଙ୍ଗ କିସ ଦେଇଥିଲେ । ଯାହାକୁ ନେଇ ରାହୁଲ ଗାନ୍ଧି ଅଶ୍ଳୀଳ ଇଙ୍ଗିତ କରିଛନ୍ତି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀସ୍ମୃତି ଇରାନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା