Masthead

ଡାକ୍ତରଙ୍କ ଅବହେଳା, ଚାଲିଗଲା ଶିଶୁର ଜୀବନ

ବାଲେଶ୍ଵର (ବଡ଼ ଖବର ବ୍ୟୁରୋ): ମେଡ଼ିକାଲରେ ଉତ୍ତେଜନା । ଶିଶୁ ମୃତ୍ୟୁକୁ ନେଇ ବାଲେଶ୍ଵର ଫକୀରମୋହନ ସରକାରୀ ମେଡିକାଲରେ ଉତ୍ତେଜନା । ଡାକ୍ତରଙ୍କ ଓ ନର୍ସଙ୍କ ଅବହେଳା ପାଇଁ ଚାଲିଗଲା ୭ ମାସର ଶିଶୁର ଜୀବନ । ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତ ଶିଶୁକୁ ଧରି ଧାରଣାରେ ପରିବାର ଲୋକେ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ମାଣିକପୁର ଗାଁର ଜିତେନ୍ଦ୍ର ଗିରି ତାଙ୍କ ୭ ମାସର ଶିଶୁକୁ ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରିଥିଲେ ।

ଆଜି ସକାଳ ଶିଶୁଟିର ଅବସ୍ଥା ଅଧିକ ଗୁରୁତର ହେବାରୁ ପରିବାର ଲୋକେ ଡିୟୁଟିରେ ଥିବା ଡାକ୍ତର ଓ ନର୍ସଙ୍କୁ ଡାକିଥିଲେ ମଧ୍ୟ କେହି ଶୁଣିନଥିଲେ । ବିଳମ୍ବରେ ଡାକ୍ତର ପହଞ୍ଚି ଶିଶୁକୁ ଇଞ୍ଜେକସନ ଦେବାର କିଛି ସମୟ ପରେ ମୁତ୍ୟୁ ଘଟିଥିଲା । ତେବେ ଡାକ୍ତର ଓ ନର୍ସଙ୍କ ଅବହେଳା ପାଇଁ ଶିଶୁର ମୃତ୍ୟୁ ଘଟିଛି ବୋଲି ବାପା ଓ ମାଆ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର