Masthead

ଆଳିରେ ଉଦଘାଟନ ହେଲା ନୂତନ କୋର୍ଟ

କେନ୍ଦ୍ରାପଡା(ବଡ଼ ଖବର ବ୍ୟୁରୋ)): ବହୁ ପ୍ରତୀକ୍ଷା ର ଅନ୍ତ ଘଟିଲା । ଆଳି ଆଞ୍ଚଳର ଜନ ସାଧାରଣଙ୍କ ସୁବିଧା ପାଇଁ ଉଦଘାଟନ ହେଲା ନୂତନ କୋର୍ଟ ଗୃହ। ଆଳି ଅଂଚଳରେ ଆଗରୁ ଚାଲିଆସୁଥିବା କୋର୍ଟ ଗୃହରେ ନାନାଦି ସମସ୍ୟା ଉପୁଜୁଥିଲା । ତାହାର ନିରାକରଣ ପାଇଁ ଆଳି ବାର ଆସୋସିଏସନ ଓ ଅଂଚଳ ବାସୀ ଦାବି କରିଆସୁଥିଲେ ।

ଏହି ଦାବିକୁ ଦୃଷ୍ଟିରେ ରଖି ପାଞ୍ଚ କୋଟି ଟଙ୍କା ବେୟ ଅଟକଳରେ ଜଜ, ଓକିଲ,କୋର୍ଟ କର୍ମଚାରୀ ଓ ଅଭିଯୋଗ କାରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଏହି ଦିୱାନି ଓ ଫୌଜଦାରୀ ନୂତନ କୋର୍ଟ ଗୃହ ଉଦଘାଟନ କରାଯାଇଛି ।

ଏହି ଉଦଘାଟନୀ ଉସବରେ ମୁଖ୍ୟ ଅତିଥି ଭାବେ ଓଡିଶା ହାଇ କୋର୍ଟର ମୁଖ୍ୟ ବିଚାରପତି ସୁବାସିସ ତାଳପତ୍ର , ବିଲ୍ଡିଂ କମିଟିର ଚେୟାରମାନ ଜଷ୍ଟିସ ବି ଆର ଷଡଙ୍ଗୀ, କେନ୍ଦ୍ରାପଡା କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ କେ ପାଣିଗ୍ରାହୀ , ଆଳିବାର ଆସୋସିଏସନର ସଭାପତି ଚିରଞ୍ଜୀବ ଦାସଙ୍କ ସମେତ କେନ୍ଦ୍ରାପଡା ଏସପି ଅତିରିକ୍ତ ଜିଲ୍ଲାପାଳ ଓ ପଟ୍ଟାମୁଣ୍ଡାଇ ରାଜନଗର ଆଳିର ତଳ କୋର୍ଟର ବିଚାରପତି ମନେ ଦେଖିବାକୁ ମିଳିଥିଲା  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼