Masthead

ଚନ୍ଦ୍ରରୁ ଆସିଲା ନୂଆ ଫଟୋ , ଇସ୍ରୋ କହିଲା ‘ଅଲ ଇଜ ୱେଲ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):   ଚନ୍ଦ୍ରାୟନ-୩ ମୁନ ମିଶନ ଶେଷ ପର୍ଯ୍ୟାୟ । ବିଶେଷ ମୂହୁର୍ତ୍ତକୁ ଚାହିଁ ରହିଛନ୍ତି ଦେଶବାସୀ । ହି ସମୟରେ, ଇସ୍ରୋ ମିଶନ ଚନ୍ଦ୍ରୟାନ ୩ସମ୍ବନ୍ଧରେ ଏକ ଅପଡେଟ ଦେଇଛି । ଏହା ସହିତ ଇସ୍ରୋ ମଧ୍ୟ ଲ୍ୟାଣ୍ଡର ଦ୍ୱାରା ନିଆଯାଇଥିବା ଚନ୍ଦ୍ରର ନୂତନ ଫଟୋ ଜାରି କରିଛି। ଇସ୍ରୋ ମଙ୍ଗଳବାର ଏକ୍ସ (ପୂର୍ବ ଟୁଇଟର) ରେ ପୋଷ୍ଟ କରିଛି ଯେ ଚନ୍ଦ୍ରୟାନ ନିର୍ଦ୍ଧାରିତ ସମୟରେ ଅଛି।

ସ୍ପେସ ଏଜେନ୍ସି କହିଛି ଯେ ସିଷ୍ଟମର ନିୟମିତ ଯାଞ୍ଚ ଚାଲିଛି ଏବଂ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଏହା ସହିତ ଇସ୍ରୋ ଲ୍ୟାଣ୍ଡର ଦ୍ୱାରା ପ୍ରସ୍ତୁତ ଭିଡିଓ ମଧ୍ୟ ପ୍ରକାଶ କରିଛି। ଇସ୍ରୋ କହିଛି ଯେ ଏଗୁଡ଼ିକ ହେଉଛି ଲ୍ୟାଣ୍ଡର୍‌ ପୋଜିସନ ଡିଟେକସନ କ୍ୟାମେରା ଦ୍ୱାରା ଅଗଷ୍ଟ ୧୯ରେ ପ୍ରାୟ ୭୦ କିଲୋମିଟର ଉଚ୍ଚତାରୁ ଉଠାଯାଇଥିବା ଚନ୍ଦ୍ରର ଫଟୋ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି