Masthead

ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସାମିଲ ହେବେନି ନୀତୀଶ କୁମାର

ବିହାର (ବଡ଼ ଖବର ବ୍ୟୁରୋ): ଇଣ୍ଡିଆ ମେଣ୍ଟକୁ ଆଉ ଗୋଟେ ଝଟକା । ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରାରେ ସାମିଲ ହେବେ ନାହିଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ୨୯ ଜାନୁଆରୀରେ ବିହାରରେ ପହଞ୍ଚିବାକୁ ଯାଉଛି ଏହି ଯାତ୍ରା । ନୀତୀଶଙ୍କ ଏହି ପଦକ୍ଷେପକୁ ଇଣ୍ଡିଆରେ ବଢୁଥିବା ଫାଟର ଆଉ ଏକ ପଦକ୍ଷେପ ଭାବରେ ଦେଖାଯାଉଛି।

ପୂର୍ବରୁ ମମତା ବାନାର୍ଜୀ ଏବଂ ଭଗୱନ୍ତ ମାନଙ୍କ ପରେ ବର୍ତ୍ତମାନ ନୀତୀଶ କୁମାର ମଧ୍ୟ କଂଗ୍ରେସଠାରୁ ଦୂରେଇବା ଆରମ୍ଭ କରିଛନ୍ତି। ନୀତୀଶଙ୍କର ଏହି ପଦକ୍ଷେପରୁ ଏହା ଅନୁମାନ କରାଯାଉଛି। ନୀତୀଶ କୁମାର ପାଟନାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବୋ ତେଣୁ ଭାରତ ନ୍ୟାୟ ଯାତ୍ରାରେ ସାମିଲ ହୋଇ ପାରିବେ ନାହିଁ ବୋଲି କୁହାଯାଉଛି। ଏଥିରୁ ଜଣାପଡ଼ୁଛି ଇଣ୍ଡିଆ ମେଣ୍ଟରେ କିଛି ଠିକ ଚାଲି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ