Masthead

ଗାଁ ପାଖରେ ଦିଶିଲା ବାଘ, ଭୟଭୀତ ଗ୍ରାମବାସୀ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ପୁଣି ନୂଆପଡ଼ାରେ ଦିଶିଲା ବାଘ । ମୋବାଇଲ କ୍ୟାମେରାରେ କଏଦ ହେଲା ବାଘର ଭିଡିଓ । ନୂଆପଡା ରେଞ୍ଜ ଧରମବନ୍ଧା ସେକ୍ସନର ସିଲାରିବାହାରା ଗାଁରେ ବାଘ ଦେଖିବାକୁ ମିଳିଛି। ଗାଁ ଲୋକେ ଆଜି ସକାଳୁ ଗାଁ ନିକଟରେ ବାଘ ବୁଲୁଥିବା ଦେଖିଛନ୍ତି। ଲୋକେ ବାଘର ଭିଡିଓ ମଧ୍ୟ ନେଇଛନ୍ତି।

କିଛିଦିନ ହେଲା ନୂଆପଡ଼ାରେ ବାଘ ଆତଙ୍କ ଦେଖା ଦେଇଥିବା ବେଳେ ପ୍ରଥମ ଥର ପାଇଁ ଲୋକଙ୍କ ମୋବାଇଲରେ ବାଘର ଭିଡିଓ କଏଦ ହୋଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ସକାଳୁ ସକାଳୁ ଲୋକେ ଘରୁ ବାହାରିବା ବେଳେ ବାଘ ଗୋଟିଏ ଗଛ ତଳେ ବସିଥିବା ଦେଖିବାକୁ ପାଇଥିଲେ। ପାଖାପାଖି ଆହୁରି ବାଘ ଥାଇପାରନ୍ତି ବୋଲି ଲୋକେ ସନ୍ଦେହ କରିଛନ୍ତି। ଲୋକେ ଭୟଭୀତ ଅଵସ୍ଥାରେ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା