Masthead

ମୁନ ମିଶନରେ ଓଡ଼ିଆ ପୁଅଙ୍କ ହାତ

କେନ୍ଦ୍ରାପଡା (ବଡ଼ ଖବର ବ୍ୟୁରୋ): ମୁନ ମିଶନରେ ଓଡ଼ିଆ ପୁଅଙ୍କ ହାତ । ମିଶନକୁ ସଫଳତାର ବିଜୟ ପଥରେ ପହଂଚାଇବାରେ ରହିଛି ଓଡ଼ିଶାର ଶୁଭାଶିଷ ସାମଲଙ୍କ ଅବଦାନ । ଇସ୍ରୋର ଏଲଭିଏମ-୩ ତିଆରି କରିବାରେ ଟେକ୍ନିକାଲ ଟିମର ଏକ ଅଂଶ ଥିଲେ ଶୁଭାଶିଷ । ରକେଟକୁ ଚନ୍ଦ୍ରୟାନକୁ ପଠାଇବାର ପୂରା ପ୍ରକି୍ରୟାରେ ଶୁଭାଶିଷଙ୍କ ବୁଦ୍ଧି ସାମିଲ ରହିଛି । ଚନ୍ଦ୍ରୟାନର ଟେକ୍ନିକାଲ ଟିମରେ ଲଗାତାର ୨୦୧୮ ମସିହାରୁ ସେ ଇସ୍ରୋ ସହ କାମ କରି ଆସୁଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ମୁକୁନ୍ଦପୁର ଗାଁରେ ଶୁଭାଶିଷଙ୍କ ଘର । ୨୮ ବର୍ଷୀୟ ଏହି ଯୁବ ବୈଜ୍ଞାନିକ ୨୦୦୯ରେ ଦୋହଲୀ ସ୍ଥିତ ବିବି ମଡେଲ ହାଇ ସ୍କୁଲରୁ ମାଟି୍ରକ ପାସ କରିଥିଲେ । ପେଶାରେ ଶୁଭାଶିଷଙ୍କ ପିତା ମଳୟ ନାୟକଙ୍କର ପୂଜା ସାମଗ୍ରୀ ବ୍ୟବସାୟ ରହିଛି । ତାଙ୍କ ମା’ ନିର୍ମଳା ନାୟକ ଜଣେ ଗୃହିଣୀ । ତାଙ୍କର ଏକ ସାନ ଭଉଣୀ ମଧ୍ୟ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି