Masthead

ଓଡ଼ିଶା ଉପରେ ପଡ଼ିଶାଙ୍କ ଦାଦାଗିରି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଉପରେ ପଡ଼ିଶାଙ୍କ ଦାଦାଗିରି । ସୀମା ଠାରୁ ଆରମ୍ଭ କରି ଭାଷା ଓ ନଦୀ ପର୍ଯ୍ୟନ୍ତ ସବୁଠି ପଡ଼ୋଶୀଙ୍କ ଦାଦାଗିରି ଦେଖିବାକୁ ମିଳିଛି । ପୂର୍ବରୁ ଛତିଶଗଡ଼ ସରକାର ମହାନଦୀର ଜଳକୁ ନେଇ ବିବାଦ ଲାଗି ରହିଥିବା ବେଳେ କୋଟିଆରେ ଆନ୍ଧ୍ରର ଅବାଧ ପ୍ରବେଶ ସହ ଗଜପତିର ଗଙ୍ଗାବାଡ଼ ପଞ୍ଚାୟତରେ ଆନ୍ଧ୍ର ମନ୍ତ୍ରୀଙ୍କ ଓଡ଼ିଆ ଅଫିସରଙ୍କ ଉପରେ ଦାଦାଗିରି ରାଜ୍ୟର ସୀମା ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ପଶ୍ଚିମବଙ୍ଗ ମଧ୍ୟ ଦାଦାଗିରି ଦେଖାଇଥିଲା ।

ଓଡ଼ିଶା ସୀମା ଭିତରେ ପଶି ଉଦୟପୁର ଠାରେ ପାଚେରି ନିର୍ମାଣ କରିଥିଲା ବଙ୍ଗ । ଏତେ ସବୁ ପରେ ବି ଚୁପ ବସିଛନ୍ତି ଓଡ଼ିଶା ସରକାର । ଏହାରି ଭିତରେ ଝାଡଖଣ୍ଡ ଓଡ଼ିଆ ଭାଷାରୁ ଦ୍ୱିତୀୟ ରାଜ୍ୟ ଭାଷା ମାନ୍ୟତା ପ୍ରତ୍ୟାହାର କରିଥିଲେ, ଯାହାକୁ ନେଇ ଆଜି ଭାଷା ଆନ୍ଦୋଳନ ପକ୍ଷରୁ ରାଜ ଭବନ ଆଗରେ ମଧୁ ବାବୁଙ୍କ ପ୍ରତିମୁର୍ତ୍ତି ଆଗରେ ଦୀପ ଲଗାଇ ଅଭିନବ ପ୍ରତିବାଦ କରି ରାଜ୍ୟ ସରକାରଙ୍କୁ ନିଦରୁ ଉଠାଇବାପାଇଁ ପ୍ରତିବାଦ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା