Masthead

ଖୋଲିଲା ଭତ୍ତା ଜାଲିଆତି ଗୁମର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ ): ମଧୁବାବୁ ପେନସନ ଯୋଜନାରେ ଜାଲିଆତି । ଦୁଇଟି ଜିଲ୍ଲାରେ ଜାଲିଆତି ହୋଇଥିବା ସୂଚନା। ଯାଜପୁରରେ ସର୍ବାଧିକ ୮୯୪ ଜଣ, କେନ୍ଦ୍ରାପଡ଼ାରେ ୬୫ ଜଣ ହାତେଇଛନ୍ତି ଭତ୍ତା । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ସାମାଜିକ ଭିନ୍ନ କ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉତ୍ତର । ଯାଜପୁରରେ ହୋଇଛି ଭତ୍ତା ଜାଲିଆତି ଗୁମର । କାହା ଛତ୍ରଛାୟା ତଳେ ସରକାରୀ ଅଧିକାରୀ କରୁଥିଲେ ଭତ୍ତା ଜାଲିଆତି । କିଏ ଦେଉଥିଲା ପ୍ରୋତ୍ସାହନ । ଉପକୂଳ ଓଡ଼ିଶାରେ ଭତ୍ତା ଜାଲିଆତି । ଯାଜପୁରରେ ୮୯୪ ଜାଲିଆତି କରି ପାଇଛନ୍ତି ଭତ୍ତା । କେନ୍ଦ୍ରାପଡ଼ାରେ ପାଇଛନ୍ତି ୬୫ ଜଣ । ପ୍ରଥମ ଥର ପାଇଁ ଭତ୍ତା ଜାଲିଆତିର ତଥ୍ୟ ରଖିଲେ ସରକାର । ଯେଉଁ ଅଧିକାରୀ ମାନେ ଜାଲିଆତି କରି ହିତାଧିକାରୀଙ୍କୁ ସହଯୋଗ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି