Masthead

ଓଡ଼ିଶାକୁ ସବୁଠୁ ପଛୁଆ ରାଜ୍ୟ କରିଦେଲେଣି: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସର୍ବଦଳୀୟ ବୈଠକକୁ ନେଇ ଯୋଜନା ସଂଯୋଜନା ମନ୍ତ୍ରୀ ରଖିଥବା ବୟାନ ନେଇବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା ବିଧାନସଭା ସୁରୁଖୁରୁରେ ଚାଲିବ କିନ୍ତୁ କିନ୍ତୁ ଶାସକ ଦଳ ପୁନର୍ବାର ଗଣ୍ଡଗୋଳ କଲା । ସେହିପରି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା ମାନସିକ ରୋଗ ଶବ୍ଦ ବିବରଣୀରୁ ବାଦ ଦିଆଯିବ ଏବଂ ନିଲମ୍ବନ ପ୍ରତ୍ୟାହାର ହେବ କିନ୍ତୁ ଏବେ ପୁଣି ସର୍ତ୍ତ ରଖୁଛନ୍ତି । ଏ ପାଟି କୁ କିଏ ଚଳାଉଛି, ଏ ସରକାର କୁ କିଏ ଚଳାଉଛି? ବିଧାନସଭା କୁ କିଏ ଚଳାଉଛି? ତାହା ବଡ଼ ପ୍ରଶ୍ନ । ‘ବିଧାନସଭା ଅଲଗା, ସରକାର ଅଲଗା’ । ଯିଏ କହୁଛି ଜନ ବିରୋଧୀ ସେ ପ୍ରଥମେ ଜନ ବିରୋଧୀ । ଯିଏ ଜନ ବିରୋଧୀ କହୁଛି ସେ ପ୍ରଥମ ଜନ ବିରୋଧୀ।ସେ ଜନ ବିରୋଧୀ ହୋଇନଥିଲେ ଏ ସବୁ କରନ୍ତେ କି ? ଓଡ଼ିଶାକୁ ସବୁଠୁ ପଛୁଆ ରାଜ୍ୟ କରିଦେଲେଣି। ନାରୀ ନିର୍ୟ୍ୟାତନାର ଏକ ନମ୍ୱର୍ କଲେଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ