Masthead

ଓଡ଼ିଶାକୁ ସବୁଠୁ ପଛୁଆ ରାଜ୍ୟ କରିଦେଲେଣି: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସର୍ବଦଳୀୟ ବୈଠକକୁ ନେଇ ଯୋଜନା ସଂଯୋଜନା ମନ୍ତ୍ରୀ ରଖିଥବା ବୟାନ ନେଇବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା ବିଧାନସଭା ସୁରୁଖୁରୁରେ ଚାଲିବ କିନ୍ତୁ କିନ୍ତୁ ଶାସକ ଦଳ ପୁନର୍ବାର ଗଣ୍ଡଗୋଳ କଲା । ସେହିପରି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା ମାନସିକ ରୋଗ ଶବ୍ଦ ବିବରଣୀରୁ ବାଦ ଦିଆଯିବ ଏବଂ ନିଲମ୍ବନ ପ୍ରତ୍ୟାହାର ହେବ କିନ୍ତୁ ଏବେ ପୁଣି ସର୍ତ୍ତ ରଖୁଛନ୍ତି । ଏ ପାଟି କୁ କିଏ ଚଳାଉଛି, ଏ ସରକାର କୁ କିଏ ଚଳାଉଛି? ବିଧାନସଭା କୁ କିଏ ଚଳାଉଛି? ତାହା ବଡ଼ ପ୍ରଶ୍ନ । ‘ବିଧାନସଭା ଅଲଗା, ସରକାର ଅଲଗା’ । ଯିଏ କହୁଛି ଜନ ବିରୋଧୀ ସେ ପ୍ରଥମେ ଜନ ବିରୋଧୀ । ଯିଏ ଜନ ବିରୋଧୀ କହୁଛି ସେ ପ୍ରଥମ ଜନ ବିରୋଧୀ।ସେ ଜନ ବିରୋଧୀ ହୋଇନଥିଲେ ଏ ସବୁ କରନ୍ତେ କି ? ଓଡ଼ିଶାକୁ ସବୁଠୁ ପଛୁଆ ରାଜ୍ୟ କରିଦେଲେଣି। ନାରୀ ନିର୍ୟ୍ୟାତନାର ଏକ ନମ୍ୱର୍ କଲେଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା