Masthead

ଛି ଛି ଛି…କେମିତିକା ଘୃଣ୍ୟ ମାନସିକତା ଆପଣଙ୍କର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଲିଉଡ ବିବାଦର ସମାଧାନ ପରିବର୍ତ୍ତେ ଦିନକୁ ଦିନ ଲାଗୁଛି ନିଆଁ । କେବେ ପଡିବ ଓଲିଉଡ କଳିରେ ପୂର୍ଣ୍ଣଚ୍ଛେଦ । ଅଭିନେତା ମନୋଜ ମିଶ୍ରଙ୍କ ଉପରେ ଟୁଟୁ ନାୟକଙ୍କ ୨ବର୍ଷର ବ୍ୟାନରେ ଏ ବିବାଦ ଉଗ୍ରରୂପ ଧାରଣ କରିଛି । କିଏ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟି ପୋଷ୍ଟ କରିଚାଲିଥିବା ବେଳେ କିଏ ଗଣମାଧ୍ୟମକୁ ଆସି ରଖୁଛି ପ୍ରତିକ୍ରିୟା । ଯାହା ବିବାଦକୁ ଆଉ ଟିକିଏ ବଢାଇଦେଉଛି । ଆଉ ଏହି ପୂର୍ବ ପଶ୍ଚିମ କଳି ଭିତରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ରାପର ଡୁଲେଶ୍ୱର ତାଣ୍ଡି । ସେ ଲେଖିଛନ୍ତି ଅଲଗା ରାଜ୍ୟ ହୋଇଗଲେ ଗରିବ, କୃଷକ, ବେରୋଜଗାର, ଦରବୃଦ୍ଧି, ଜାତିବାଦ୍ , ଆତଙ୍କବାଦ୍, ଶିକ୍ଷା, ଜଳ, ଘର, ରାସ୍ତା ଆଦି ସବୁ ସମସ୍ୟାର ସମାଧାନ ହୋଇଯିବ କି ?ପୁରା ଷ୍ଟୋରି ଜାଣିବା ଲିଙ୍କ ଉପରେ କ୍ଲିକ କରନ୍ତୁ…

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ