Masthead

ହାରିଲେ ବାଇଚୁଙ୍ଗ ଭୁତିଆ

ସିକ୍କିମ (ବଡ଼ ଖବର ବ୍ୟୁରୋ): ଦେଶରେ ଜୁନ ୧ରେ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ଜାରି ରହିଛି ଭୋଟ୍ ଗଣତି । ତେବେ ଚଳିତ ସିକ୍କିମ ବିଧାନସଭା ନିର୍ବାଚରେ ବାଇଚୁଙ୍ଗ ଭୁତିଆ ପରାସ୍ତ ହୋଇଛନ୍ତି। ଭୁତିଆଙ୍କୁ ୪୩୪୬ ଭୋଟ୍‌ରେ ହରାଇଛନ୍ତି ଶାସକର ଏସ୍‌କେଏମ୍‌ର ରିକଶଲ୍‌ ଧୋରଜୀ। ଶାସକ ସିକ୍କିମ କ୍ରାନ୍ତିକାରୀ ମୋର୍ଚା ୩୨ ସିଟ୍ ବିଶିଷ୍ଟ ସିକ୍କିମ୍ ବିଧାନସଭାରେ କ୍ଲିନ୍‌ ସ୍ୱିପ୍‌ କରିବା ଦିଗରେ ଗତି କରୁଛି।

ଏଠାର ୩୨ଟି ଆସନରୁ ୩୧ଟି ଆସନରେ ଦଳ ଆଗୁଆ ରହିଛି। ସେପଟେ ବିରୋଧୀ ଏସ୍‌ଡିଏଫ୍‌ କେବଳ ଗୋଟିଏ ସିଟ୍‌ରେ ଆଗୁଆ ଅଛି। ଚଳିତ ବର୍ଷ ବାଇଚୁଙ୍ଗ ଭୁତିଆ ସିକ୍କିମର ବାରଫୁଙ୍ଗ ଆସନରୁ ନିର୍ବାଚନ ଲଢ଼ିଥିଲେ। ଗତ ବର୍ଷ ଭୁତିଆ ତାଙ୍କ ପାର୍ଟିକୁ ଏସଡିଏଫରେ ମିଶ୍ରଣ କରିଥିଲେ। ଏହାପରେ ତାଙ୍କୁ ଏସ୍‌ଡିଏଫ୍‌ର ଉପାଧ୍ୟକ୍ଷ କରାଯାଇଥିଲା। ଏହାପରେ ତାଙ୍କୁ ବିଧାନସଭା ଟିକେଟ୍‌ ମିଳିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର