Masthead

ସହୀଦ ସପ୍ତାହ ପାଇଁ ଓଏସଆରଟିସି ବସ ବାତିଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନକ୍ସଲ ମାନେ ସହୀଦ ସପ୍ତାହ ପାଳନ କରଥିବା ହେତୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଓଏସଆରଟିସି ନକ୍ସଲ ପ୍ରବଣ ଅଚଂଳ ଦେଇ ଯାତାୟତ କରୁଥିବା ଯାତ୍ରୀବାହୀ ବସ ଗୁଡିକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି । ୨୭ ଜୁଲାଇ ୨୦୨୩ ରୁ ୩ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବାତିଲ ହେଲା ଅଫ୍ ରୁଟ ବସ । ୨୭ ଜୁଲାଇ ୨୦୨୩ ରୁ ୪ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବାତିଲ ହେଲା ଡାଇନ ରୁଟ ବସ । କଟକ ଭୁବନେଶ୍ୱରରୁ ଭବାନୀପାଟଣା-ଲାଞ୍ଜିଗଡ଼,ବାଲିଗୁଡା, ଆର. ଉଦୟଗିରି ରୁଟରେ ବସ ଚଳାଚଳ ବନ୍ଦ ହେବ ବୋଲି ବିଜ୍ଞାପନ ପ୍ରକାଶ ପାଇଛି । ସେହିପରି ବ୍ରହ୍ମପୁରରୁ କାସିନଗର ବାଲିଗୁଡା ଓ ଭବାନୀପାଟଣାକୁ ଯାତ୍ରୀ ପରିବହନ ବନ୍ଦ ରହିବ ବୋଲି ଜଣାପଡିଛି । ସେହିପରି, ଭବାନୀପାଟଣା ଗୋପିନାଥପୁର ,ରାଇଘର, ତାସିଗୁଡା, ଦାରିଙ୍ଗବାଡି, ବିଶାଲପାଟାଣାକୁ ଯିବାକୁ ଥିବା ଓଏସଆରଟିସି ବସ ଚଳାଚଳ ବନ୍ଦ ରହିବ ବୋଲି ଓଏସଆରଟିସି ଟୁଇଟ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି