Masthead

ହୃଦୟ ଚୋରୀ କଲା ମୋବାଇଲ ଚୋର

ବ୍ରାଜିଲ(ବଡ଼ ଖବର ବ୍ୟୁରୋ): ମୋବାଇଲ ଚୋର ପ୍ରେମରେ ପଡିଲେ ବ୍ରାଜିଲିଆନ ମହିଳା । ଦୁଇବର୍ଷ ପୂର୍ବରୁ ମହିଳା ଜଣକ ଗୋଟେ ଇଭେଣ୍ଟରୁ ଫେରୁଥିବା ବେଳେ ତାଙ୍କୁ ରାସ୍ତାରେ ଅଟକ ରଖି ତାଙ୍କ ଫୋନ ଲୁଟି ନେଇଥିଲା ଚୋର । ପରେ ଚୋର ଜଣକ ସେହି ମୋବାଇଲରେ ମହିଳାଙ୍କ ଫଟୋ ଦେଖି ଭଲପାଇ ଯାଇଥିଲେ । ଫୋନ ଚୋରୀ କରିଥିବାରୁ ଦୁଃଖିତ ମଧ୍ୟ ଥିଲେ । ପରେ ସେ ତାଙ୍କ ଭୁଲ ବୁଝିପାରି ତାଙ୍କୁ କ୍ଷମା ପାର୍ଥନା କଲେ । ଏହା ପରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଲେ । ଜେତେବେଳେ ରିପୋର୍ଟର ଜଣକ ସେ ବ୍ୟକ୍ତିଙ୍କୁ କହିଲେ ଯେ “ମୋବାଇଲ ଚୋରୀ କରୁ କରୁ ତାଙ୍କ ହୃଦୟ ଚୋରୀ କରିଦେଲ” ସେ ଏହାର ଉତ୍ତରରେ କହିଲେ “ହଁ, ଏହା ବି ଗୋଟେ ପ୍ରକାର ଠିକ୍” । ଆଶ୍ଚର୍ଯ୍ୟର କଥା ଏହା ଯେ ପ୍ରେମୀ ଯୁଗଳ ଦୁଇ ବର୍ଷ ହେଲା ଡେଟ୍ କରୁଛନ୍ତି । ମାତ୍ର ଏହି ବିଷୟରେ ମହିଳାଙ୍କ ପରିବାର ଲୋକେ ଜାଣିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ