Before Header

ତୁର୍କୀ-ସିରିଆ ପରେ ଥରିଲା ପାଲେଷ୍ଟାଇନ

0 12

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତୁର୍କୀ-ସିରିଆ ପରେ ଥରିଲା ପାଲେଷ୍ଟାଇନ । ପାଲେଷ୍ଟାଇନରେ ଭୂମିକମ୍ପ ଝଟକା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ଥିବା ଜଣାପଡିଛି । ପାଲେଷ୍ଟାଇନର ଜେରୁଜେଲମ୍ ସହରରେ ଅଧିକ ଅନୂଭୁତ ହୋଇଛି । ଫେବୃଆରୀ ୬ ତାରିଖରେ ତୁର୍କୀ ଓ ସିଅରିଆରେ ଭୀଷଣ ଭୂମିକମ୍ପ ହେବା ପରେ ଏଠାରେ ମୃତକଙ୍କ ସଂଖ୍ୟା ୮୦୦୦ରୁ ଅଧିକ ହେଲାଣି । ତେଣୁ ପରିସ୍ଥିତିରେ ପାଲେଷ୍ଟାଇନରେ ଭୂମିକମ୍ପ ହେବା ଲୋକଙ ପାଇଁ ଚିନ୍ତାର କାରଣ ପାଲଟିଛି । ଯଦିଓ ଏଠାରେ ଧନଜୀବନ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ହେଲେ ଏଠିକା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.