Masthead

ପାରାଦୀପ ବିଜେଡିରେ ବିଦ୍ରୋହର ସ୍ୱର

ପାରାଦୀପ (ବଡ଼ ଖବର ବ୍ୟୁରୋ): ପାରାଦୀପ ବିଜେଡିରେ ବିଦ୍ରୋହର ସ୍ୱର । ବିଧାୟକ ସମ୍ବିତ ରାଉତରାୟଙ୍କ ଟିକେଟକୁ ନେଇ ବିରୋଧ । ବିଧାୟକ ସମ୍ବିତ ରାଉତରାୟ କିମ୍ବା ତାଙ୍କ ପରିବାରର କାହାକୁ ବି ଦଳ ଟିକେଟ ଦେଲେ, ତାଙ୍କ ବିରୋଧରେ ପ୍ରଚାର କରିବୁ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି ପାରାଦୀପ ବିଜେଡିର ଗୋଟିଏ ଗୋଷ୍ଠୀ। । ଧମକ ଦେଲେ ବିଜେଡିର ଆଉ ଗୋଟେ ଗୋଷ୍ଠୀ । ଆଜି ନବମ ଥର ପାଇଁ କୁଜଙ୍ଗରେ ମେଳି ବାନ୍ଧିଥିଲେ ବିଧାୟକ ବିରୋଧୀ ବିଜେଡ଼ି କର୍ମୀ।

ଏହା ପୂର୍ବରୁ ସେମାନେ ଶଙ୍ଖ ଭବନ ଯାଇ ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ ଫେରାଦ ହୋଇଥିଲେ। ତେବେ କିଛି ସୁଫଳ ନ ମିଳିବାରୁ ଆଜି କୁଜଙ୍ଗର ଏକ ମଣ୍ଡପରେ ସମ୍ବିତ ବିରୋଧୀ ଏକାଠି ହୋଇ ଚରମ ନିଷ୍ପତ୍ତି ନେଇଛନ୍ତି । ସେପଟେ ପାରାଦୀପ ପାଇଁ ଚିରଞ୍ଜିବୀ ବିଶ୍ୱାଳ ନା ସମ୍ବିତ ରାଉତରାୟଙ୍କୁ ବିଜେଡି ପ୍ରୋଜେକ୍ଟ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦାମଙ୍କ ଝିଅ ପ୍ରୀତିନନ୍ଦା କିମ୍ବା ବୋହୂ ଗିତାଞ୍ଜଳୀଙ୍କୁ ବାଲିକୁଦା-ଏରସମା ଟିକେଟ ଦେଇ ଚିରଞ୍ଜିବୀଙ୍କୁ ପାରାଦୀପ ପଠେଇବାକୁ ଦଳ ଚିନ୍ତା କରୁଥିବା ଆଲୋଚନା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ