ବିଜେପି ଦଳର ରକ୍ତରେ ହିଂସା ପ୍ରଭାହିତ: ପର୍ଶୁରାମ ଧଡା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଦଙ୍ଗା ପ୍ରସଙ୍ଗରେ ବିଜେଡି ବିଧାୟକ ପର୍ଶୁରାମ ଧଡାଙ୍କ ପ୍ରତିକ୍ରିୟା । କହିଲେ ଧର୍ମକୁ ନେଇ ରାଜନୀତିକୁ ଆମେ ଗ୍ରହଣ କରୁନା। ମୁଁ ଏହାକୁ ନିନ୍ଦା କରୁଛି। ବିଜେପି ଦଳର ରକ୍ତରେ ହିଂସା ପ୍ରଭାହିତ। ସାରା ଭାରତରେ ତାହା ଦେଖିବାକୁ ମିଳୁଛି।

ବିଜେଡି ନାରେ ବିଜେପି ଆଣୁଥିବା ଅଭିଯୋଗ ସମ୍ପୂର୍ଣ ଭିତିହୀନ। ଦଳ ମିଥ୍ୟା ଆରୋପ କରୁଛି। ବିଜେଡି ହିଂସାକୁ କେବେ ପ୍ରଶୟ ଦେଇ ନାହିଁ। ଦଳ ଅହିଂସାରେ ବିଶ୍ୱାସ ରଖେ। ଓଡ଼ିଶାରେ ଯେତେ ଦଙ୍ଗା ସୃଷ୍ଟି ହୋଇଛି , ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ ପ୍ରତିହତ କରିଛନ୍ତି। ଇତିହାସ ସାକ୍ଷୀ ଅଛି ଭାରତରେ ଦଙ୍ଗାକାରୀ ଦଳ ବିଜେପି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’