Masthead

ବିସ୍ଥାପିତ ହେବାକୁ ନିବେଦନ କଲେ ଶିମିଳିବୋଲ ଗ୍ରାମବାସୀ

ନରସିଂହପୁର  (ବଡ଼ ଖବର ବ୍ୟୁରୋ): ଗ୍ରାମବାସୀଙ୍କର ଏକର ଏକର ଜମିରେ ପାଣି ପଶିବ । ଜନଜୀବନ ଅସ୍ତବ୍ୟସ୍ତ ହେବ। ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେବେ । ତେବେ କିପରି ଚଳିବେ ଗ୍ରାମବାସୀ । ଭୟରେ ଗାଁ ଛାଡିବାର ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ନରସିଂହପୁର ବ୍ଲକର ଓଲବ ଅଞ୍ଚଳର ଶିମିଳିବୋଲ ଗ୍ରାମରେ । ନରସିଂହପୁର ବ୍ଲକର ଓଲବ ଅଞ୍ଚଳର ଶିମିଳିବୋଲ ଗ୍ରାମ ଦେଇ ହାଡୁଆ ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରସ୍ତାବିତ ସରିଛି। ଏହାରି ଭିତରେ ଶିମିଳିବୋଲ ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କର ଏକର ଏକର ଜମିରେ ପାଣି ପଶିବ ତେବେ କିପରି ଚଳିବେ ଗ୍ରାମବାସୀ। ସାହି ଠାରୁ ୧୦୦ମିଟର ଦୂରରେ ପାଣି ଚାଲିବ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେବେ। ଜନଜୀବନ ଅସ୍ତବ୍ୟସ୍ତ ହେବ। ଏନେଇ ଗଣମାଧ୍ୟମ ଜରିଆରେ ବିସ୍ଥାପିତ ହୋଇଯିବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ । ପିଲାଛୁଆ ପରିବାର ନେଇ ଜଳ ଓ ଜଙ୍ଗଲ ଜନ୍ତୁଙ୍କ ସହ ସଂଘର୍ଷ ନ କରି ବିସ୍ଥାପନ ପାଇଁ ଅନୁରୋଧ ରଖିଛନ୍ତି ଗ୍ରାମବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା