Masthead

‘କଂଗ୍ରେସ ଫାଇଲ୍ସ’ ର ଦ୍ୱିତୀୟ ଭାଗ ଜାରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଜେପିର ‘କଂଗ୍ରେସ ଫାଇଲ୍ସ’ ର ଦ୍ୱିତୀୟ ଭାଗ ଜାରି । ବିଜେପି ‘କଂଗ୍ରେସ ଫାଇଲ୍ସ’ର ଦ୍ୱିତୀୟ ଭାଗ ଜାରି କରିଛି । କଂଗ୍ରେସ ଅମଳରେ ହୋଇଥିବା ଜାଲିଆତି ଓ ଦୁର୍ନୀତି ବାବଦରେ ଏଥିରେ ନୂଆ ସୂଚନା ଦିଆଯାଇଛି । ସୋମବାର ନିଜ ଟ୍ୱିଟର ହ୍ୟାଲେଣ୍ଡ ଭିଡିଓ ସେୟାର କରିଛି ବିଜେପି । ଏଥିରେ ବିଜେପି ଅଭିଯୋଗ କରିଛି ଯେ ଏମଏଫ ହୁସେନଙ୍କ ପେଣ୍ଟିଂକୁ ପ୍ରିୟଙ୍କା ଗାନ୍ଧି ବିକ୍ରି କରିଥିଲେ । ୟସ ବ୍ୟାଙ୍କ ସହ ପ୍ରତିଷ୍ଠାତା ରାଣା କପୁର ଏହାକୁ ପ୍ରିୟଙ୍କାଙ୍କ ଠାରୁ ୨ କୋଟି ଟଙ୍କାରେ କିଣିଥିଲେ । ପେଣ୍ଟିଂ କଣିବା ପାଇଁ ରାଣା କପୁରଙ୍କ ଉପରେ ଚାପ ପକାଯାଇଥିଲା ।

ମିଳିଥିବା ୨ କୋଟି ଟଙ୍କାକୁ ସୋନିଆ ଗାନ୍ଧିଙ୍କ ଚିକିସôାରେ ଖର୍ଚ୍ଚ କରାଯାଇଥିଲା ବୋଲି ରବିବାର କଂଗ୍ରେସ ଫାଇଲ୍ସର ପ୍ରଥମ ଭାଗ ଜାରି କରି ବିଜେପି କହିଛି । ହିଡେନବର୍ଗ-ଆଦାନୀ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ କଂଗ୍ରେସ ବାରମ୍ବାର ଟାର୍ଗେଟ କରୁଛି । ବିଜେପି ଏବେ କଂଗ୍ରେସ ଫାଇଲ୍ସ ଦ୍ୱାରା ଦେଉଛି ମୁହଁ ତୋଡ ଜବାବ । କଂଗ୍ରେସ ଫାଇଲ୍ସର ଦ୍ୱିତୀୟ ଏପିସୋଡରେ ବିଜେପି କହିଛି ଦୁର୍ନୀତିରେ କଂଗ୍ରେସ ମାହିର । ହେର ଫେର କରିବା ଲାଗି ବିଭିନ୍ନ ଉପାୟ ଚିନ୍ତା କରିବାରେ ହାତ ବେଶ ସିଦ୍ଧକସସ୍ତ । ଏଭଳି ଉପାୟ ଅନ୍ୟ କେହି କରିପାରିବେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି